ପାଳଲହଡ଼ା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା; ଗିରଫ ହେଲା ଜଣେ ଅଭିଯୁକ୍ତ
ଅନୁଗୁଳ: ଏ ହେଉଛି ସେଦିନ ରାତିର ଲୋମ ଟାଙ୍କୁରା ଦୃଶ୍ୟ । ଏଭଳି ଭାବେ ଗଣ ଦୁଷ୍କର୍ମ ହତ୍ୟା କରାଯାଇଛି କହିଲେ ଲୋମ ଟାଙ୍କୁରି ଉଠିବ । ଶୁଣିଲେ ଛାତି ଥରିବ । ଆଜ୍ଞା ହଁ, ଏମିତି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି ପାଳଲହଡା ଉପଖଣ୍ଡ ସିଗଡ଼ ପଞ୍ଚାୟତ ନନ୍ଦିନିପାଲ ଗାଁରେ । ଯାହା ଗତ ୪ ଦିନ ହେବ…