Below header
Browsing Tag

anugul

ଅନୁଗୋଳ ଏନଏଚ୍ -୫୩ର ହେବ ସମ୍ପ୍ରସାରଣ: ଦୁଇ ଲେନ୍ କରିବା ପାଇଁ ୧୭୪ କୋଟି ମଞ୍ଜୁର

କେନ୍ୟୁଜ୍(ବ୍ୟୁରୋ): ଅନୁଗୋଳ ଜିଲ୍ଲା ଜାତୀୟ ରାଜପଥ -୫୩କୁ ସମ୍ପ୍ରସାରଣ କରିବା ସହ ଏହାକୁ ଦୁଇ ଲେନ୍ ବିଶିଷ୍ଟ କରିବା ପାଇଁ ୧୭୪.୨୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡକରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ…

ଫସଲ ପାଇଁ ଯାଇଥିବା ବେଳେ ଦନ୍ତା ହାତୀ ଆକ୍ରମଣରେ ୨ ମୃତ, ଜଣେ ଗୁରୁତର

ଅନୁଗୁଳ(କେନ୍ୟୁଜ): ଅନୁଗୁଳର ୩ଟି ସ୍ଥାନରେ ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ ଜଣେ ଗୁରୁତର । ଅଙ୍ଗାର ବନ୍ଧ ନିକଟରୁ ଫସଲ କରିବା ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ପରେ ହାତୀ ସହ ମୁହାଁମୁହିଁ ବେଳେ ପ୍ରାଣ ହରାଇଥିଲେ ଅନିରୁଦ୍ଧ ସାହୁ। ସେହିପରି ଛେଳିଆପଡା ନିକଟରେ…

ଚାଷ ଜମିକୁ ଯିବା ବେଳେ ଟ୍ରେନ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ଅନୁଗୋଳ (କେନ୍ୟୁଜ): ଚାଷ ଜମିକୁ ଯିବା ବେଳେ ଟ୍ରେନ ଧକ୍କାରେ ଜଣେ ମୃତ। ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ରାଣୀଗୋଡା ଗ୍ରାମ ପଞ୍ଚାୟତର ପୁରୁଣା ସାହି ପଞ୍ଚୁ ନାଥ ବେହେରା (୭୫) ଚାଷ ଜମିକୁ ଯାଉଥିବା ବେଳେ ଟ୍ରେନ ଧକ୍କା ରେ ମୃତ୍ୟୁବରଣ କରିଛନ୍ତି। ପରିବାର ଲୋକଙ୍କ ଠାରୁ ମିଳିଥିବା ସୂଚନା…

ଅନୁଗୁଳ ଟାଇଁସି ନୂଆପଡ଼ା ଗାଁ ନିକଟରେ ଆଉ ଏକ ମାଈହାତୀର ମୃତ୍ୟୁ

ଅନୁଗୁଳ (କେନ୍ୟୁଜ): ଆଉ ଏକ ହାତୀର ମୃତ୍ୟୁ। ଅନୁଗୁଳ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ପମ୍ପାସର ବନାଞ୍ଚଳ ଅନ୍ତର୍ଗତ ଟାଇଁସି ନୂଆପଡ଼ା ଗାଁ ନିକଟରେ ଏକ ମାଇ ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ବନବିଭାଗର କର୍ମଚାରୀମାନେ ଜଗି ରହିଛନ୍ତି।…

ଅନୁଗୁଳ: ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ଅନୁଗୁଳ (କେନ୍ୟୁଜ୍) :  ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ବରଡ଼ାକଟା ଗାଁରେ ଅଭାବନୀୟ ଘଟଣା। ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ପ୍ରେମୀ ଯୁଗଳଙ୍କ ମୃତଦେହ। ଯୁବକଙ୍କ ନାଁ ମାନସ କ୍ଷେତି, ବୟସ ୨୩ ବର୍ଷ। ଯୁବତୀଙ୍କ ନାଁ ମିଲି ପାଢି, ବୟସ ୨୦ ବର୍ଷ। ପରସ୍ପରକୁ ଭଲ ପାଉଥିଲେ ମିଲି ଓ ମାନସ।…

ରାଜ୍ୟରେ ଆଜି ସବୁଠୁ ଉତ୍ତପ୍ତ ସହର ହେଲା ଅନୁଗୁଳ , ମଙ୍ଗଳବାର ୩୯. ୭ ଡିଗ୍ରୀ ସେଲସିୟସ୍‌ ଛୁଇଁଛି ପାରଦ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଆଜି ସବୁଠୁ ଉତ୍ତପ୍ତ ସହର ହେଲା ଅନୁଗୁଳ । ପାଣିପାଗ ବିଭାଗ ତରଫରୁ ମିଳିଥିବା ସୂଚନା ମୁତାବକ, ଆଜି ଅନୁଗୁଳର ତାପମାତ୍ରା ରହିଥିଲା ୩୯ .୭ ଡିଗ୍ରୀ ସେଲସିୟସ୍ । ସେହିପରି ସୋନପୁରରେ ତାପମାତ୍ରା ୩୯.୫ ଡିଗ୍ରୀ ଥିବା ଦେଖିବାକୁ ମିଳିଛି । ଭୁବନେଶ୍ୱର…

ଭାଲେଣ୍ଟାଇନ୍‌ ଡେ’ରେ ପ୍ରେମ ପାଇଁ ଜ୍ୟାକି ହାରି ଦେଲେ ଜୀବନ

ଅନୁଗୁଳ (କେନ୍ୟୁଜ୍‌) : ଅନୁଗୁଳ ସୌଭାଗ୍ଯନଗରର ଅଭିଜିତ ପଟ୍ଟନାୟକ ଓରଫ ଜ୍ୟାକି । ବୟସ ୨୭ ବର୍ଷ । ଏକ ଘରୋଇ କମ୍ପାନୀରେ ଇଂଜିନିୟରି ଭାବେ କାମ କରୁଥିଲେ ଆଉ ମୋଟା ଅଙ୍କର ଦରମା ପାଉଥିଲେ । ଘରେ ତାଙ୍କର ବୁଢ଼ୀ ମା, ଭାଇ ଭାଉଜ ଆଉ କୁନି ଝିଆରୀ । ହେଲେ ଜ୍ୟାକି ଙ୍କୁ ଧୋକା ଦେଲା ପ୍ରେମ।…