‘ଅନୁପମା’ ଫେମ୍ ରୁପାଲି ଗାଙ୍ଗୁଲି ବିଜେପିରେ ଯୋଗଦେଲେ, କହିଲେ, ‘ମୋତେ ଆଶୀର୍ବାଦ ଦରକାର’
ଟିଭି ଇଣ୍ଡଷ୍ଟ୍ରିରୁ ଆସିଛି ଏକ ବଡ଼ ଖବର । ଲୋକପ୍ରିୟ ଅଭିନେତ୍ରୀ ତଥା ‘ଅନୁପମା’ ଫେମ୍ ରୁପାଲି ଗାଙ୍ଗୁଲି ରାଜନୀତିରେ ପ୍ରବେଶ କରିଛନ୍ତି । ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ରୁପାଲି ବର୍ତ୍ତମାନ ଟିଭି ସିରିଏଲ ‘ଅନୁପମା’ରେ ଅନୁପମା ଚରିତ୍ରରେ ଅଭିନୟ କରୁଛନ୍ତି । ତାଙ୍କ ସହିତ…