Browsing Tag

aparajita sarangi

ନାମାଙ୍କନ ଭରିଲେ ଭୁବନେଶ୍ୱର ବିଜେଡ଼ି- ବିଜେପି ଲୋକସଭା ପ୍ରାର୍ଥୀ ମନ୍ମଥ ଓ ଅପରାଜିତା

ଭୁବନେଶ୍ୱର (କେନ୍ୟୁଜ): ଶଗଡ଼ରେ ଆସି ନାମାଙ୍କନ ଦାଖଲ କଲେ ମନ୍ମଥ ରାଉତରାୟ । ସକାଳୁ ସକାଳୁ ଲିଙ୍ଗରାଜ ମନ୍ଦିରରେ ପୂଜାର୍ଚ୍ଚନା କରି ପ୍ରଭୁଙ୍କ ଆଶୀର୍ବାଦ ନେଇ ବାହାରିଥିଲେ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ । ଦଳୀୟ କର୍ମୀ ଓ ସମର୍ଥକଙ୍କ ସହ ଆସି ଭୁବନେଶ୍ବର ବିଜେଡି ଲୋକସଭା ଆସନ…

ଅପରାଜିତାଙ୍କ ବାକ୍ୟ ଆକ୍ରମଣରେ ପ୍ରତିଆକ୍ରମଣ କଲା ବିଜେଡ଼ି, ଶ୍ରୀମୟୀ କହିଲେ ବିକାଶ ସହିପାରୁନାହାନ୍ତି ଭୁବନେଶ୍ବର…

ଭୁବନେଶ୍ବର(କେନ୍ୟୁଜ୍):ସାଂସଦ ଅପରାଜିତାଙ୍କୁ କାଉଣ୍ଟର କଲା ବିଜେଡି। ସାମ୍ବାଦିକ ସମ୍ମିଳନୀ କରି ଜବାବ ଦେଲେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର। ସେ କହିଛନ୍ତି ଦୀର୍ଘ ଦିନ ପରେ ନିଜର ପାର୍ଟି ଅଫିସରେ ବସି ସାମ୍ବାଦିକ ସମ୍ମିଳନୀ କଲେ। ନବୀନ ପଟ୍ଟନାୟକ ମତେ ଭୁବନେଶ୍ୱର ପାଇଁ ଗୁରୁଦାୟିତ୍ୱ…

ସାଂସଦ ଅପରାଜିତଙ୍କ ପୁରୀ ଗସ୍ତ, ପ୍ରତିକ୍ରିୟା ରଖିଲେ ବିଜେଡି ସାଂସଦ ମୁନ୍ନା ଖାଁ କହିଲେ : “ଦର୍ଶନ କରିବା…

ପୁରୀ (କେନ୍ୟୁଜ): ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପୁରୀ ଗସ୍ତକୁ ନେଇ ପ୍ରତିିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ । ସେ କହିଛନ୍ତି, ନିୟମ ମାନିବା ସମସ୍ତଙ୍କ କର୍ତ୍ତବ୍ୟ । ଯଦି ପ୍ରଶାସନ ଅନୁମତି ଦେଇନି କିଛି କାରଣ ଥାଇପାରେ । ଆଇନଶୃଙ୍ଖଳା ସ୍ଥିତି ବି ଥାଇ ପାରେ । ରାଲି…

ସାଂସଦ ଅପରାଜିତାଙ୍କୁ ପିନାକୀଙ୍କ ଟାର୍ଗେଟ, ସତସାହସ ଅଛି ଯଦି ପାର୍ଲାମେଣ୍ଟରେ ମୋ ବିରୋଧରେ ପ୍ରସ୍ତାବ ଆଣ

କେନ୍ୟୁଜ୍(ବ୍ୟୁରୋ):  ଯଦି ଅପରାଜିତାଙ୍କ ସତସାହସ ଅଛି, ପାର୍ଲାମେଣ୍ଟରେ ମୋ ବିରୋଧରେ ପ୍ରସ୍ତାବ ଆଣନ୍ତୁ ବୋଲି କହିଛନ୍ତି ପିନାକୀ ମିଶ୍ର । ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗରେ ଏଭଳି କହିଛନ୍ତି ସାଂସଦ ପିନାକୀ ମିଶ୍ର । କୌଣସି ନିୟମ ଉଲ୍ଲଙ୍ଘନ ହେଉନାହିଁ । ନ୍ୟାସନାଲ ମନ୍ୟୁମେଣ୍ଟ…