ସମ୍ବିଧାନ ନେଇ ବିଜେପି ଉପରେ ରାହୁଲଙ୍କ ହମଲା, କହିଲେ ବିଜେପି ଜିତିଲେ ସମ୍ବିଧାନ ଚିରି ଫିଙ୍ଗିଦେବି
ବଲାଙ୍ଗୀର (କେନ୍ୟୁଜ): ବିଜେପି ଜିତିଲେ ସମ୍ବିଧାନକୁ ଚିରି ଫିଙ୍ଗିଦେବ । ବଲାଙ୍ଗୀର କୋଶଳ କଳାମଣ୍ଡଳ ନିର୍ବାଚନୀ ସଭାରେ ଯୋଗଦେଇ ସମ୍ବିଧାନକୁ ନେଇ ବିଜେପି ଉପରେ ହମଲା କରିଛନ୍ତି ରାହୁଲ ଗାନ୍ଧୀ । ସମ୍ବିଧାନ ଓ ସଂରକ୍ଷଣ ବ୍ୟବସ୍ଥାର ସୁରକ୍ଷା ପାଇଁ ଜନସାଧାରଣଙ୍କୁ ଅପିଲ କରିଛନ୍ତି । ବିଜେପି ସରକାର ଦେଶ ପାଇଁ କଣ କରିଛି ବୋଲି ପ୍ରଶ୍ନ ଉଠାଇଛନ୍ତି । ଗରିବ, ଖଟିଖିଆ, କୃଷକଙ୍କ ଋଣ ଛାଡ଼ କଲେନାହିଁ । ୨୨ ଅରବପତିଙ୍କୁ ୧୬…
Read More...