Browsing Tag

attempt suicide

ବିଷ ପିଇଦେଲେ ପ୍ରେମୀ ଯୁଗଳ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ପୁରୀ(କେନ୍ୟୁଜ୍): ପ୍ରେମୀ ଯୁଗଳଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ। ପୁରୀ ଚକ୍ରତୀର୍ଥ ରୋଡ ସ୍ଥିତ ଏକ ହୋଟେଲରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ତେବେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯିବାପରେ ପ୍ରଥମ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଅବସ୍ଥା…

ସମଲ ବ୍ୟାରେଜରୁ ଡେଇଁଲେ ଯୁବତୀ, ଠିକ୍ ସମୟରେ ବଞ୍ଚାଇ ଦେଲେ ଲୋକେ

ତାଳଚେର(କେନ୍ୟୁଜ୍): ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଅନ୍ତର୍ଗତ ସମଲ ବ୍ୟାରେଜରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀ ଆଜି ସକାଳ ପ୍ରାୟ ୬ ଟା ୪୫ ରେ ସମଲ ବ୍ୟାରେଜର ୨୪ ନମ୍ବର ଗେଟ୍ ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପାଖରେ ଉପସ୍ଥିତ ଥିବା…

ମେଡିକାଲ ୫ମ ମହଲାରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଢ଼େଙ୍କାନାଳ(କେନ୍ୟୁଜ) : ମେଡିକାଲ ଛାତରୁ ଡେଇଁ ଯୁବକ କରିଛନ୍ତି ଆତ୍ମହତ୍ୟା ଉଦ୍ୟମ। ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏପରି ଅଘଟଣ। ଡାକ୍ତରଖାନାର ୫ମ ମହଲାରୁ ଡେଇଁ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କର ଡାକ୍ତରଖାନାରେ ଚିକିତ୍ସା ଆରମ୍ଭ ହୋଇଛି।…

ଘରୋଇ କଳିକୁ ନେଇ ଜୀବନ ହାରିବାକୁ ଥାନା ସମ୍ମୁଖରେ ମହିଳାଙ୍କ ଉଦ୍ୟମ, ଏସପି କହିଲେ ଶୀଘ୍ର ହେବ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର(କେନ୍ୟୁଜ୍): ଥାନା ସମ୍ମୁଖରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ଗୋପାଳପୁର ଥାନା ସମ୍ମୁଖରେ ଗତକାଲି ଅପରାହ୍ନରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିଲେ । ମହିଳା ଜଣକ ମାଣ୍ଡିଆପଲ୍ଲୀ ଜ୍ୟୋତି ନଗରର ସୁକାନ୍ତ ନାୟକଙ୍କ ସ୍ତ୍ରୀ ଟିକିନା । ସୂଚନା ଅନୁଯାୟୀ, ଟିକିନା ଓ ତାଙ୍କ…