ମଝି ଆକାଶରେ ଝଟ୍କା ଯୋଗୁ ଲଣ୍ଡନରୁ ସିଙ୍ଗାପୁର ଯାଉଥିବା ବିମାନର ଜରୁରୀ ଅବତରଣ; ୧ ଯାତ୍ରୀ ମୃତ; ଅନେକ ଆହତ
ଲଣ୍ଡନ-ସିଙ୍ଗାପୁର ଏୟାରଲାଇନ୍ସର ଏକ ବିମାନ ମଝି ଆକାଶରେ ଗମ୍ଭୀର ଟର୍ବୁଲାନ୍ସ (ଝଟ୍କା) ଯୋଗୁ ମଙ୍ଗଳବାର ବ୍ୟାଙ୍କକ୍ରେ ଜରୁରୀ ଅବତରଣ କରିଛି । ଏଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଥିବା ଏୟାରଲାଇନ୍ସ ପକ୍ଷରୁ ସୂଚନା ମିଳିଛି । ବିମାନଟି ୨୧୧ ଯାତ୍ରୀ ଏବଂ ୧୮ ଜଣ କ୍ରୁ ସଦସ୍ୟଙ୍କ ସହ ଲଣ୍ଡନରୁ ସିଙ୍ଗାପୁର ଯାଉଥିଲା ।
ଯଦିଓ ସିଙ୍ଗାପୁର ଏୟାରଲାଇନ୍ସ କେତେ ଲୋକ ଆହତ ହୋଇଥିବା କଥା…
Read More...