Below header
Browsing Tag

Attempt to suicide

ବିଧବା ମହିଳା ବିବାହ ପାଇଁ ମନା କରିବାରୁ ନିଜ ଦେହରେ ନିଆଁ ଲଗାଇଦେଲେ ଯୁବକ

ପ୍ରେମିକା ବିବାହ କରିବାକୁ ମନା କରିବାରୁ ଯୁବକ ଜଣକ ନିଜ ଦେହରେ ଲଗାଇଲେ ନିଆଁ । ପ୍ରେମରେ ପାଗଳ ହୋଇ ନିଜର କରିବାକୁ ବସିଲେ କିନ୍ତୁ ପ୍ରେମିକା ମନା କରିବାରୁ ଜୀବନ ହରିଦେଲା ପ୍ରେମିକ । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ମୁଜଫରନଗରରେ। ଶାମଲୀର ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗତ…

ବ୍ରିଜ ଉପରେ ଗାଡି ଓ ଚପଲ ରଖି ନଦୀକୁ ଡେଇଁ ପଡିଲେ ଆଉ ଏକ ଯୁବକ

ପୁଣି ଥରେ ଚପଲ ଆଉ ବାଇକ ରଖି ନଦୀକୁ ଡେଇଁ ପଡିଲେ ଏକ ଯୁବକ। କିଛି କାହାକୁ ନକହି ଚୁପ ଚାପ ଆସିଲେ , ଆଉ ବ୍ରିଜ ଉପରେ ଗାଡି ଆଉ ଚପଲ ରଖି ସିଧା ଗଭୀର ନଦୀର ମଝିକୁ ଡେଇଁ ପଡିଲେ। ପାଖରେ ଯାଉଥିବା ଅନେକ ଲୋକ ହଠାତ ଏ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ.. କିନ୍ତୁ ପାଖକୁ ଆସିବା ଆଗରୁ ଯୁବକ…

ମୋବାଇଲ୍ ଦେଖିବାକୁ ବାରଣ କଲେ ମା’, ରାଗି ଯାଇ ବିଷ ପିଇଦେଲା ପୁଅ

କେନ୍ଦୁଝର (କେନ୍ୟୁଜ): ମୋବାଇଲ୍ ଦେଖିବାକୁ ବାରଣ କଲେ ମା’, ରାଗି ଯାଇ ବିଷ ପିଇ ଦେଲା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବରଦାପାଳ ଗାଁରେ। ନାବାଳକ ଜଣଙ୍କ ଅଷ୍ଟମ ଶ୍ରେଣୀର ଛାତ୍ର। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଗତକାଲି…