Browsing Tag

auto

ଏହି ଅଟୋ ଚାଳକଙ୍କ ନାଁରେ ଅଭିଯୋଗ, ନିଶା ଦେଇ କରୁଛନ୍ତି ଲୁଟ୍‌

ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇଥିବା ଦେଖିଥିବେ କି ନିଶା ଦେଇ ଲୁଟେରାମାନେ କିଭଳି ଲୋକଙ୍କୁ ଲୁଟ କରିଛନ୍ତି l ଲୁଟ୍‌ ପରେ ନିଶାଗ୍ରସ୍ତ ଅବସ୍ଥାରେ ରାସ୍ତା କଡରେ ପିଙ୍ଗି ଦେଇ ଚାଲି ଯାଇଛନ୍ତି l ତେବେ ଆଜି ଏମିତି ଏକ ଅଟୋକୁ ଆପଣମାନଙ୍କ ସମ୍ମୁଖକୁ ଆଣୁଛୁ ଯାହାକି ଲୁଟ୍‌ର ବାହନ ବନିଥିଲା…

ଏଇଟା କ’ଣ ବସ୍ ନା ଟ୍ରେନ୍, ଅଟୋରେ ବସିଥିଲେ ୫୦ ଯାତ୍ରୀ ! ପୋଲିସ ବି ହୋଇଗଲା ଆଶ୍ଚର୍ଯ୍ୟ

ସାଧାରଣତଃ ଏକ ଅଟୋରେ ହୁଏତ ୩ କିମ୍ବା ୪ ଜଣ ଯାତ୍ରୀ ଯାଇପାରିବେ । କିନ୍ତୁ କ’ଣ ଆପଣ ବିଶ୍ୱାସ କରିବେ କେବେ ଅଟୋରେ ଏହାଠାରୁ ଅଧିକ ଲୋକ ଯାଇପାରିବେ ବୋଲି । ଆଜ୍ଞା ହଁ, ଏଭଳି ଏକ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଠାରେ ଗୋଟିଏ ଅଟୋରେ ଜଣେ କି’ ଦୁଇଜଣ ନୁହେଁ ବରଂ…

ଇଏ କେମିତିକା ମୃତ୍ୟୁ ? ଚଳନ୍ତା ଅଟୋ ଉପରେ ପଡିଗଲା ଗଛ; ଜଣେ ମହିଳା ମୃତ, ଗର୍ଭବତୀ ସମେତ ୨ ଗୁରୁତର

ଅନୁଗୁଳ (କେନ୍ୟୁଜ): ଜାତୀୟରଜପଥ ୧୪୯ ବାଲିପଶି ଗ୍ରାମ ନିକଟରେ ଏକ ଚଳନ୍ତା ଅଟୋ ଉପରେ ହଠାତ୍ ଖସିଲା ଶୁଖିଲା ଗଛ। ଫଳ ରେ ଅଟୋ ରେ ବସିଥିବା ଜଣେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗର୍ଭବତୀ ମହିଳାଙ୍କୁ ମିଶାଇ ୨ ଜଣ ଗୁରୁତର ଅଛନ୍ତି ।ଗୁରୁତରଙ୍କୁ ସ୍ଥାନୀୟ ଲୋକମାନେ…