ଅନନ୍ୟ ପ୍ରତିଭାର ଅଧିକାରୀ କୁନି ହାଦଭିକ, ୩ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ପାଇଛନ୍ତି ସ୍ଥାନ
କୁନି ବୟସରେ ପାଇଛନ୍ତି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ । ବୟସ ମାତ୍ର ୩ ବର୍ଷ ୬ ମାସ । କୋମଳ ବୟସରେ ଅନନ୍ୟ ପ୍ରତିଭାର ଅଧିକାରୀ । ଯେଉଁ ବୟସରେ ଖେଳକୁଦ କରିବା କଥା ସେହି ବୟସରେ ଏବେ ସାଉଁଟିଛନ୍ତି ଅନେକ ପ୍ରଂଶସା । ଏହି ବୟସରେ ଏପରି ଅନନ୍ୟ ସ୍ମରଣ ଶକ୍ତିର ଅଧିକାରୀ ହେଉଛନ୍ତି କନ୍ଧମାଳ…