Below header
Browsing Tag

ball of fire fell on earth

ପ୍ରଚଣ୍ଡ ଶବ୍ଦ କରି ଆକାଶରୁ ଅଚାନକ ଖସିଲା ନଆଁ ଗୁଳା, ଚାହୁଁ ଚାହୁଁ ଜଳିଗଲା ଘର

ନୂଆଦିଲ୍ଲୀ : ଆକାଶରୁ ହଠାତ୍‌ ଏକ ନିଆଁ ର ଗୁଳା ପ୍ରଚଣ୍ଡ ଶବ୍ଦ କରି ଖସିଲା । ହୁ ହୁ ହୋଇ ଜଳିଗଲା ଘର । ଏପରି ଘଟଣା ଦେଖା ଦେଇଛି ଆମେରିକାର କାଲିଫର୍ଣ୍ଣିଆରେ । କୁହାଯାଉଛି ଏହା ଏକ ଉଲକା ପିଣ୍ଡ ଥିଲା ବୋଲି । ପ୍ରତ୍ୟେକ୍ଷ ଦର୍ଶୀ ଏହାକୁ ବାସ୍କେଟବଲ ଭଳି ଏକ ଜଳୁଥିବା ଜିନିଷ ବୋଲି…