Below header
Browsing Tag

Banai

ବଣାଇରେ ହାତୀ ଉପଦ୍ରବ: ଭାଙ୍ଗିଲେ ଘର, ନଷ୍ଟ କଲେ ଧାନ ଫସଲ

ବଣାଇ (କେନ୍ୟୁଜ): ଗାଁରେ ପଶିଲେ ଦନ୍ତା। ଭାଙ୍ଗିଲେ ଘର, ଖାଇଗଲେ ଧାନ ଓ ଚାଉଳ। ସୁନ୍ଦରଗଡ ଜିଲ୍ଲା ବଣାଇ ରେଞ୍ଜରେ ଦୁଇଟି ଦନ୍ତା ହାତୀ କିଛି ଦିନ ହେବ ଉତ୍ପାତ ଚଳାଇଛନ୍ତି । ଗତକାଲି ଜକେଇକଳା ଗାଁରେ ପଶି ଦନ୍ତା ଦୁଇଟି ଘର ଭାଙ୍ଗିଥିଲେ। ଏହାକୁ ନେଇ ଗ୍ରାମବାସୀ ଉତ୍ୟକ୍ତ ହୋଇ ରେଞ୍ଜରଙ୍କୁ…

ତିନି ଛୁଆଙ୍କୁ ଏକା କରି ଚାଲିଗଲା ବାପା, ଏବେ ଏମାନଙ୍କୁ ଅନାଇବ କିଏ ?

କାନ୍ଦି କାନ୍ଦି ଆଖିରୁ ଲୁହ ଶୁଖୁନି । ଦୁନିଆ କଣ ବୁଝିବା ଆଗରୁ ସବୁକିଛି ଶେଷ ହୋଇଗଲା । ଦଇବ ସହିଲାନି କୁନି କୁନି ପିଲାଙ୍କ ସୁଖ । ଆଉ ହସଖୁସିର ପରିବାର ଭିତରେ ହଠାତ ଆସିଲା ଦୁଃଖର କଳା ବାଦଲ । ନିମିଷକରେ ଶେଷ ହୋଇଗଲା ସବୁ କିଛି । ୩ଟି ଛୁଆଙ୍କ ମୁଣ୍ଡ ଉପରୁ ଉଠିଗଲା ବାପା ମା’ଙ୍କ ହାତ ।…

ଶାଗ ଖାଇ ପରିବାରର ଜଣେ ମୃତ, ଦୁଇ ଗୁରୁତର

ବଣାଇ (କେନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବ୍ଲକର ସାଲେଇ ପାଲି ଗାଁରେ ଘଟିଛି ଅଘଟଣ। ଭାତ ସହିତ ବାଡ଼ି ଶାଗ ଖାଇବା ପରେ ଅସୁସ୍ଥ ହୋଇ ଜଣେ ଯୁବତୀଙ୍କ ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଥିବା ବେଳେ ତାଙ୍କ ମାମୁ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ମୃତ ଯୁବତୀଙ୍କ ନାଁ ଅନୁ ବଦ୍ରା…

ଖୁଣ୍ଟରେ ପିଟିହେଲା ବାଇକ୍‌ ଜଣେ ମୃତ, ୨ ଗୁରୁତର

ବଣାଇ (କେନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ସଡକ ଦୁର୍ଘଟଣା। ଭାରସାମ୍ୟ ହରାଇ ଖୁଣ୍ଟରେ ପିଟିହେଲା ବାଇକ୍‌। ଫଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଲହୁଣିପଡା ଥାନା ବୁଢ଼ାଭୂଇଁ ନିକଟରେ ଘଟିଛି ଏହି ଦୁର୍ଘଟଣା। ସୂଚନା ଅନୁଯାୟୀ ବଣାଇରୁ ଖଣ୍ଡାଧାର…

ପୂର୍ବ ଶତ୍ରୁତାରୁ ନିର୍ମମ ହତ୍ୟା, ପଥରରେ ଛେଚି ମାରିଲା ପରେ ଗଛରେ ଟାଙ୍ଗିଦେଲା ଅଭିଯୁକ୍ତ

ବଣାଇ (କେନ୍ୟୁଜ): ସୁନ୍ଦରଗଡ ଜିଲ୍ଲା ବଣାଇର ମହୁଲପଦା ଥାନା ଅନ୍ତର୍ଗତ ମରଚିଢିହି ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରଥମେ ପଥରରେ ଛେଚି ହତ୍ୟା ପରେ ଜଙ୍ଗଲରେ ଗଛରେ ନେଇ ଟାଙ୍ଗିଦେଲା ଅଭିଯୁକ୍ତ । ସୂଚନା ଅନୁଯାୟୀ ମହୁଲପଦା ଥାନା ଅନ୍ତର୍ଗତ ମରଚିଢିହି…

ବଣାଇ ବ୍ଲକ ଉପାଧ୍ୟକ୍ଷା ନିଖୋଜ ମାମଲା, ଅପହରଣ ଅଭିଯୋଗ ଆଣିଲେ ସ୍ୱାମୀ

ବଣାଇ (କେନ୍ୟୁଜ); ସୁନ୍ଦରଗଡ଼ ବଣାଇ ବ୍ଲକ ଉପାଧ୍ୟକ୍ଷା ବିନତି ବେହେରାଙ୍କୁ ଅପହରଣ ଅଭିଯୋଗ। ଏନେଇ ଟିକାୟତପାଲୀ ଥାନାରେ ଏତଲା କଲେ ଉପାଧ୍ୟକ୍ଷାଙ୍କ ସ୍ୱାମୀ ପ୍ରସନ୍ନ ବେହେରା। ଥାନାରେ ଦେଇଥିବା ଏତଲା ଅନୁଯାୟୀ, ବଣାଇ ଗୋଷ୍ଠୀ ଶିକ୍ଷା କାର୍ଯ୍ଯଳୟରେ ସିଆରସିସି ଭାବେ କାର୍ଯ୍ଯରତ ସରସରା…