Browsing Tag

bank loan

୧୨ ଲକ୍ଷ ଋଣ ଦେବାକୁ କହି ୩୯୦୦୦ ଟଙ୍କାର ଦେଶୀ କୁକୁଡ଼ା ଖାଇଗଲେ ବ୍ୟାଙ୍କ ମ୍ୟାନେଜର ! ଆମରଣ ଅନଶନ କରିବେ ପୀଡ଼ିତ

ଛତିଶଗଡ଼ର ବିଳାସପୁରର ଏକ ଘଟଣା ସଭିଁଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏଠାରେ ଜଣେ ବ୍ୟାଙ୍କ ଅଧିକାରୀ ଋଣ ଦେବା ନାଁରେ ୩୯୦୦୦ ଟଙ୍କାର ଦେଶୀ କୁକୁଡ଼ା ଖାଇ ଯାଇଛନ୍ତି । ଜଣେ ଚାଷୀଙ୍କୁ ଋଣ ଦେବା ପ୍ରତିବଦଳରେ ଅଧିକାରୀ ଜଣକ ତାଙ୍କଠାରୁ ଦେଶୀ କୁକୁଡ଼ା ନେବାକୁ ଚାହିଁଥିଲେ । ଯଦିଓ ଆବେଦନକାରୀଙ୍କୁ…

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ ଘର ବାହାରୁ ପକାଇଦେଲେ ତାଲା । ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବଡ଼ବାଙ୍କୀ ପଂଚାୟତ ବଡ଼ବାଙ୍କୀ ଗାଁରେ । ଯାହା ସୂଚନା ମିଳିଛି କି, ଗାଁର ୫୦ରୁ ଊର୍ଦ୍ଧ୍ୱ…

ଘର ବନ୍ଧା ରଖି କର୍ମଚାରୀଙ୍କୁ ଦରମା ଦେଲେ Byju’s ମାଲିକ

ସମୟ ପରିବର୍ତ୍ତନଶୀଳ । କଥାରେ ଅଛି ଆଜି ଯିଏ ରାଜା କାଲି ସେ ରଙ୍କ । ତେବେ ଏହିଭଳି କିଛି ଘଟିଛି ଏଡ଼ଟେକ କମ୍ପାନୀ ବାୟଜୁସ ସହ । BYJU's ଏବେ ଗଭୀର ସଙ୍କଟରେ ଫସି ରହିଛି । ଧୀରେ ଧୀରେ ବାୟଜୁସର ଆର୍ଥିକ ଅବସ୍ଥା ଖରାପ ହେବାରେ ଲାଗିଛି । ପରିସ୍ଥିତି ଏଭଳି ହୋଇଛି ଯେ କର୍ମଚାରୀମାନଙ୍କୁ…

ଋଣ ଦେବେ କହି ଲୁଟିନେଲେ ଲକ୍ଷାଧିକ ଟଙ୍କା, ଜାଣନ୍ତୁ ପୁରା ମାମଲା

ବଢ଼ିଚାଲିଛି ଠକଙ୍କ ଉତ୍ପାତ । କୌଣସି ନା କୌଣସି ବାହାନା କରି ଠକମାନେ ଅନେକ ଲୋକଙ୍କୁ ଠକୁଥିବା ଅଭିଯୋଗ ଆସେ । ତେବେ ମହିଳାମାନେ ସ୍ୱାବଲମ୍ବୀ ହେବା ପାଇଁ ଅନେକ ଚେଷ୍ଟା କରୁଛନ୍ତି । କିନ୍ତୁ ବେଳେବେଳେ ଅନେକ ମହିଳା ଠକମାନଙ୍କ ଶିକାର ହୁଅନ୍ତି । ଆଉ ରୋଜଗାର କରିବେ କଣ ଓଲଟା ଠକାମିର ଶିକାର…

ଋଣ ପରିଶୋଧର ୩୦ ଦିନ ମଧ୍ୟରେ ଫେରସ୍ତ ହେବ ସମସ୍ତ ସମ୍ପତ୍ତି କାଗଜପତ୍ର, ବ୍ୟାଙ୍କଗୁଡ଼ିକ RBIର କଡ଼ା ନିର୍ଦ୍ଦେଶ

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ସମସ୍ତ ବ୍ୟାଙ୍କକୁ ଏକ ମାସ ମଧ୍ୟରେ ଋଣ ପରିଶୋଧ କରୁଥିବା ବ୍ୟକ୍ତିଙ୍କୁ ସେମାନଙ୍କ ସମ୍ପତ୍ତିର କାଗଜ ପତ୍ର ଫେରାଇବାକୁ ନିର୍ଦ୍ଦେଶ ଦେଇଛି । ବ୍ୟାଙ୍କ ବ୍ୟତୀତ ସମସ୍ତ ଏନବିଏଫସି (ନନ୍‌- ବ୍ୟାଙ୍କିଙ୍ଗ ଫାଇନାନ୍ସିଆଲ କର୍ପୋରେସନ)କୁ ମଧ୍ୟ ସମାନ…

ଏବେ ସୁଧ ପାଇଁ ଦେବାକୁ ହେବ ଅଧିକ ଟଙ୍କା

ଏଚଡ଼ିଏଫସି ଗ୍ରାହକଙ୍କୁ ଲାଗିଲା ଝଟକା। ପୁଣି ଥରେ ବଢ଼ିଆ ଏମସିଏଲଆର। ଏବେ ବ୍ୟାଙ୍କର ଏହି କାମ ପାଇଁ ଦେବାକୁ ହେବ ଅଧିକ ଟଙ୍କା। ଗତ କାଲି ଠାରୁ ଲାଗୁ ହେଲା ନିୟମ। ଦେଶର ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଏଣିକି ଗ୍ରାହକଙ୍କୁ ପୂର୍ବାପେକ୍ଷା ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ…

ଆଜିଠୁ ଲାଗୁ ହେଲା ପୁଣି ୫ଟି ନୂଆ ନିୟମ, ଯାହା ମାସିକ ବଜେଟରେ ପକାଇବ ବଡ଼ ପ୍ରଭାବ

୧ ମାର୍ଚ୍ଚ ୨୦୨୩ ମାନେ ଆଜିଠାରୁ ବଦଳିବ ନିୟମ। ଯାହାର ସିଧା ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ିବ। ଆଜିଠାରୁ ଲାଗୁ ହୋଇଥିବା ନୂଆ ନିୟମ ଅନ୍ତର୍ଗତ ଲୋକଙ୍କ ମାସିକ ବଜେଟ ଉପରେ ବଡ଼ ପ୍ରଭାବ ପଡ଼ିବ। ମାର୍ଚ୍ଚ ମାସ ଆରମ୍ଭ ରୁ ଅନେକ ବଡ଼ ବଡ଼ କ୍ଷେତ୍ରରେ ନିୟମ ପରିବର୍ତ୍ତନ ହେବ। ଏଥିରେ ସୋସିଆଲ…