Below header
Browsing Tag

Banke Bihari temple

ବୃନ୍ଦାବନ ବାଙ୍କେବିହାରୀ ମନ୍ଦିର ନିକଟରେ ଭୁଶୁଡିଲା ପରିତ୍ୟକ୍ତ ଘରର ବାଲକୋନୀ, ୫ ଶ୍ରଦ୍ଧାଳୁ ମୃତ: ସହାୟତା ରାଶି…

ଉତ୍ତର ପ୍ରଦେଶର ବୃନ୍ଦାବନରେ ବାଙ୍କେବିହାରୀ ମନ୍ଦିର ନିକଟରେ ଏକ ପରିତ୍ୟକ୍ତ ଘରର ବାଲକୋନୀ ଭୁଶୁଡି ପଡିବାରୁ ୫ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାର ଭିଡିଓ ସିସିଟିଭିରେ କଏଦ ହୋଇଛି । ଦୁର୍ଘଟଣାରେ ମୃତକ ପରିବାରକୁ ୪ ଲକ୍ଷ ଟଙ୍କା…

ଉତ୍ତରପ୍ରଦେଶ: ବାଙ୍କେ ବିହାରୀ ମନ୍ଦିରରେ ବଡ଼ ଦୁର୍ଘଟଣା, ମଙ୍ଗଳ ଆରତୀ ସମୟରେ ପ୍ରବଳ ଭିଡ଼ କାରଣରୁ ଚାଲିଗଲା ଦୁଇ ଜୀବନ

ନୂଆଦିଲ୍ଲୀ : ଜନ୍ମାଷ୍ଟମୀ ଉତ୍ସବକୁ ନେଇ ପୂରା ଦେଶରେ ଉତ୍ସବର ମାହୋଲ ଥିବା ବେଳେ ଉତ୍ତରପ୍ରଦେଶର ମଥୂରାରୁ ଆସିଛି ଏକ ଦୁଖଃଦ ଖବର। ପ୍ରସିଦ୍ଧ ବାଙ୍କ ବିହାରୀ ମନ୍ଦିରରେ ବିଳମ୍ବିତ ରାତିରେ ଦର୍ଶନ ସମୟରେ ପ୍ରବଳ ଭିଡ଼ କାରଣରୁ ଦଳାଚକଟାରେ ୨ ଭକ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଭକ୍ତ ଆହତ…