ଚଳିତ ମାସରେ ଲଞ୍ଚ ହେବ ୪ଟି ପାୱାରଫୁଲ୍ କାର୍, ଜାଣନ୍ତୁ ସମ୍ପୂର୍ଣ୍ଣ ଡିଟେଲ୍ସ
ଯଦି ଆପଣ ଆପଣଙ୍କର ପୁରୁଣା କାରକୁ ବଦଳାଇ ଏକ ନୂତନ କାର କିଣିବାକୁ ପ୍ଲାନ କରୁଛନ୍ତି, ତେବେ ମେ ୨୦୨୫ ଆପଣଙ୍କ ପାଇଁ ବହୁତ ଖାସ୍ ହେବାକୁ ଯାଉଛି । ଏହି ମାସରେ, Kia, Tata, MG ଏବଂ Volkswagen ଭଳି ବଡ଼ ବ୍ରାଣ୍ଡଗୁଡ଼ିକ ଭାରତୀୟ ବଜାରରେ ସେମାନଙ୍କର ନୂତନ କାର ଲଞ୍ଚ କରିବାକୁ ଯାଉଛନ୍ତି ।…