Below header
Browsing Tag

bhang

ହୋଲିରେ ଭାଙ୍ଗ ପିଇବା ସମୟରେ ଧ୍ୟାନ ଦିଅନ୍ତୁ ଏହି ଜିନିଷ ପ୍ରତି, ନଚେତ ହୋଇପାରେ ବଡ ସମସ୍ୟା

ଅନେକ ଲୋକ ହୋଲି ଅବସରରେ ଭାଙ୍ଗ ପିଇବାକୁ ପସନ୍ଦ କରନ୍ତି । ଏହା ଏକ ନୂଆ ପରମ୍ପରା ନୁହେଁ ବରଂ ଏହି ପରମ୍ପରା ବହୁତ ପୂର୍ବରୁ ଚାଲିଆସିଛି । ଯଦି ଆପଣ ହୋଲିର ପୁରୁଣା ଗୀତ ଶୁଣିବେ, ତେବେ ଆପଣ ରଙ୍ଗ ଏବଂ ଭାଙ୍ଗ କଥା ଶୁଣିପାରିବେ । କିନ୍ତୁ ଭାଙ୍ଗ ପିଇବା ଦ୍ୱାରା ଆପଣଙ୍କର କ୍ଷତି ହୋଇପାରେ ।…

ଭାଙ୍ଗ ନିଶା ଛଡ଼ାଇବାର ସରଳ ଉପାୟ, ନିଶ୍ଚୟ ଆପଣାନ୍ତୁ

ଆସୁଛି ରଙ୍ଗର ପର୍ବ ହୋଲି । ହୋଲିରେ ଲୋକେ ପରସ୍ପରକୁ ରଙ୍ଗ ଲଗାଇ ଶୁଭେଚ୍ଛା ଜଣାଇବା ସହ ମନ ପସନ୍ଦର ଖାଦ୍ୟ ବି ଖାଇଥାନ୍ତି । ହୋଲିରେ ଖାସ୍‌ କରି ପଣାର ସେବନ ଟିକେ ଅଧିକ ହୋଇଥାଏ । ଆଉ ଏହି ପଣାରେ ହିଁ ଲୋକମାନେ ଭାଙ୍ଗ ମିଶାଇ ପିଇଥାନ୍ତି । ଭାଙ୍ଗ ପିଇବା ପରେ ଆନନ୍ଦ ବଢ଼ିଯାଉଥିଲେ ମଧ୍ୟ…