ନକଲି ପ୍ରମାଣ ପତ୍ର ଯୋଗାଇ ମୋଟା ଅଙ୍କର ଟଙ୍କା ଲୁଟୁଥିବା ବାପାପୁଅ ଗିରଫ
କଳାହାଣ୍ଡି(କେନ୍ୟୁଜ୍): କଳାହାଣ୍ଡି ଜିଲ୍ଲାରେ ନକଲି ପ୍ରମାଣ ପତ୍ର ଯୋଗାଇ ମୋଟା ଅଙ୍କର ଟଙ୍କା ଲୁଟୁଥିବା ଅଭିଯୋଗରେ ବାପାପୁଅ ଗିରଫ । ଅଭିଯୁକ୍ତ ବାପା ବିଦ୍ୟାଳୟ ଶିକ୍ଷକ ଓ ପୁଅ ଡାକ ମାଷ୍ଟର । ଭବାନୀପାଟଣା ସଦର ଥାନା ଗୁଏପିଟା ଗାଁର ସେମାନେ ବାସିନ୍ଦା ।ବାପା ସାପସିଲେଟ ସରକାରୀ…