Browsing Tag

Bhubaneswar heat wave

ଗରମରୁ ତ୍ରାହି ମିଳିବନି, ବଢ଼ିବ ଦିନ ତାପମାତ୍ରା ଓ ଗୁଳୁଗୁଳି

ଭୁବନେଶ୍ୱର : ଆସନ୍ତା ମଙ୍ଗଳବାର ଯାଏ ରାଜ୍ୟରେ ଗ୍ରୀଷ୍ମଲହରୀ ହୋଇପାରେ । ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ଖରା ଓ ତାତି ଅନୁଭୂତ ହେବ । ଏଭଳି ଆକଳନ କରିଛି ପାଣିପାଗ ବିଭାଗ । ସୋମବାରଠାରୁ ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ବଢ଼ିବ ବୋଲି ଆକଳନରେ କୁହାଯାଇଛି । ଆଜି…

ଆହୁରି ୨ ଦିନ ତତାଇବ ଖରା, ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି ବୌଦ୍ଧ

ଭୁଵନେଶ୍ୱର : ମାର୍ଚ୍ଚ ଅଧାରେ ଏପ୍ରିଲ ତାତି । ଆହୁରି ୨ଦିନ ତତାଇବ ଖରା । ରାଜ୍ୟରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ । ୪୨ ଟପିଛି ପାରଦ । ୨୪ ଘଣ୍ଟାରେ ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି ବୌଦ୍ଧ।  ଆଜି ସିଭିୟର ହିଟୱେଭ ସହ ୱାର୍ମ ନାଇଟ ପାଇଁ ୩ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରିଛି…

ରେକର୍ଡ ଭାଙ୍ଗୁଛି ଏପ୍ରିଲର ତାପମାତ୍ରା, ଆହୁରି ୨ଦିନ ଅସହ୍ୟ ତାତି

ଭୁବନେଶ୍ୱର (କେନ୍ୟୁଜ): ଭୀଷଣ ଗ୍ରୀଷ୍ମପ୍ରବାହରୁ ରକ୍ଷା ମିଳୁନି ।  ସକାଳ ହେଉ ହେଉ ମାଡ଼ି ଆସୁଛି ତାତି ।  ଅସମ୍ଭାଳ ଖରାରେ ଆଉଟୁପାଉଟୁ ଜନଜୀବନ ।  ଆଜି ଓ କାଲି ଆହୁରି ବଢିବ ତାତିର ପରିମାଣ । ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବା ସମ୍ଭାବନା…

ତାତିରୁ ମିଳୁନି ତ୍ରାହି, ୨୬ରୁ ପୁଣି ବଢିବ ଖରା

 ଭୁବନେଶ୍ୱର (କେନ୍ୟୁଜ): ତାତିରୁ ମିଳୁନି ତ୍ରାହି। ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରେ ରାଜ୍ୟବାସୀ ଅତିଷ୍ଠ । କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ତାପମାତ୍ରାରେ ଆଂଶିକ ହ୍ରାସ ଘଟିଥିଲେ ମଧ୍ୟ ଗୁଳୁଗୁଳିକୁ କମଇ ପାରିନାହିଁ । ଗତକାଲି ୪୩.୮ ଡିଗ୍ରୀ ସହ ଦେଶର ସବୁଠୁ ଉତ୍ତପ୍ତ ସହର…

ମାଘ ମାସରୁ ଚିନ୍ତା ବଢ଼ାଇଲାଣି ଗ୍ରୀଷ୍ମପ୍ରବାହ, ମାର୍ଚ୍ଚ ବେଳକୁ ୪୦ ଡିଗ୍ରୀ ଛୁଇଁପାରେ ତାପମାତ୍ରା

ଭୁବନେଶ୍ୱର (କେନ୍ୟୁଜ): ବଦଳୁଛି ଜଳବାୟୁ । ଫେବ୍ରୁଆରୀରେ ଗ୍ରୀଷ୍ଣ ଅନୁଭୂତି । ମାଘରେ ଥଣ୍ଡା ଗାଏବ, ବଢୁଛି ପାରଦ । ରାଜ୍ୟରେ ଦିନ ତାପମାତ୍ରାରେ ବୃଦ୍ଧି । ଦିନରେ ତାତି ୩୫ ଡିଗ୍ରୀ ଛୁଇଁଥିବା ବେଳେ ରାତିରେ ସର୍ବନିମ୍ନ ତାପମାତ୍ରା ୨୪ ଡିଗ୍ରୀ ରହୁଛି । ଯେଉଁ ସମୟରେ ରାତିରେ କମ୍ବଳ ଘୋଡ଼ାଇ…

ଜଳୁଛି ଭୁବନେଶ୍ୱର, ୪୦ ଡିଗ୍ରୀ ପାର୍‌ କଲା ପାରଦ, ସବୁଠୁ ଉତ୍ତପ୍ତ ଝାରସୁଗୁଡ଼ା ୪୨.୨ ଡିଗ୍ରୀ

ଜଳୁଛି ଭୁବନେଶ୍ୱର । ୪୦ ଡିଗ୍ରୀ ପାର୍‌ କଲା ପାରଦ । ଦିନ ୨ଟା ୩୦ ସୁଦ୍ଧା ୪୨ଂ ତାତିରେ ଜଳୁଛି ଭୁବନେଶ୍ୱର । ଗତକାଲି ଅପେକ୍ଷା ଆଜି ଆହୁରି ବଢିଛି ତାପମାତ୍ରା । ଗତକାଲି ରାଜଧାନୀ ତାପମାତ୍ରା ଥିଲା ୩୯.୮ ଡିଗ୍ରୀ। ୪୨.୨ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି।…