ଷ୍ଟେସନରୁ ଧରାପଡ଼ିଲେ ମାମୁ ଭଣଜା ଲୁଟେରା ଗ୍ୟାଙ୍ଗ, କେମିତି ଲୁଟୁଥିଲେ ଡେମୋ ଦେଖାଇଛନ୍ତି ଅଭିଯୁକ୍ତ
ଭୁବନେଶ୍ବର: ଭୁବନେଶ୍ବରରୁ ଆସିଛି ଏକ ବଡ଼ ଖବର । ଷ୍ଟେସନରୁ ଧରାପଡ଼ିଲେ ମାମୁ ଭଣଜା ଲୁଟେରା ଗ୍ୟାଙ୍ଗ । ପ୍ଲାଷ୍ଟିକ ଜରି ଗୋଟାଇବା ଆଳରେ ଲୁଟୁ ଥିଲେ ମୋବାଇଲ ଫୋନ ଓ ପର୍ସ । ଭୁବନେଶ୍ବର ରେଳଷ୍ଟେସନରେ ଯାତ୍ରୀଙ୍କଠୁ ଅଭିନବ ଢଙ୍ଗରେ ଲୁଟପାଟ କରୁଥିଲା ଏହି ଗ୍ୟାଙ୍ଗ । ମାମୁ ଭଣଜା ଗ୍ୟାଙ୍ଗ ଧରା…