ଲଙ୍କା ଖାଇଲେ ବଦଳି ଯାଉଛି ମାଛର ରଙ୍ଗ, ଅଧିକ ଖର୍ଚ୍ଚାନ୍ତରୁ ବଞ୍ଚି ଯାଉଛନ୍ତି ମାଛଚାଷୀ
ମାଛ ଖାଉଛି ଲଙ୍କା । ଲଙ୍କା ଖାଇଲେ ବଦଳି ଯାଉଛି ମାଛର ରଙ୍ଗ । ଖାଲି ରଙ୍ଗ ବଦଳୁନି ମାଛ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ୁଛି । ଏପଟେ ଅଧିକ ଖର୍ଚ୍ଚାନ୍ତରୁ ବଞ୍ଚି ଯାଉଛନ୍ତି ମାଛଚାଷୀ । ଚୀନର ଥିବା ଏକ ପୋଖରୀରେ ଏଭଳି କିଛି ପ୍ରଜାତିର ମାଛ ରହୁଛନ୍ତି, ଯେଉଁ ମାଛ କେବଳ ଲଙ୍କାକୁ…