ବିଜୁ ବାବୁଙ୍କୁ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
ବିଜୁ ବାବୁଙ୍କୁ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ। ବିଜୁଙ୍କ ଦୂରଦର୍ଶୀ ନେତୃତ୍ବ ଓ ଅଦମ୍ୟ ମନୋବଳ ଏବେ ବି ପ୍ରେରଣା ଦେଉଛି ବୋଲି ଟ୍ବିଟ୍ କରିଛନ୍ତି ନରେନ୍ଦ୍ର ମୋଦି। ଦେଶ ପାଇଁ ବିଜୁ ବାବୁଙ୍କ ଅବଦାନ ଓ ବିକାଶ ପ୍ରତି ଅତୁଟ ପ୍ରତିବଦ୍ଧତା…