ବାଇକ ଚୋରି କରି ପଳାଉଥିଲେ ଯୁବକ, ଗୋଡ଼ାଇ ଗୋଡ଼ାଇ ଧରିଲେ ଲୋକ
କାକଟପୁର: ବାଇକ ଚୋରି କରି ପଳେଇବାକୁ ବସିଥିଲା । ଗୋଡ଼େଇ ଗୋଡ଼େଇ ଧରିଲେ ଗାଁ ଲୋକେ । ନିଶାରେ ଚୁର ପୁଣି ବାଇକ ଚୋରି କରିବାକୁ ଉପାୟ ପାଞ୍ଚିଥିଲା । ହେଲେ ଧରା ପଡ଼ିଗଲା ଲୋକଙ୍କ ହାତରେ । ଚୁପ କି ଆସି ବାଇକ ନେଇ ପଳାଇ ଯାଉଥିବା ସମୟରେ ନିଶାସକ୍ତ ଯୁବକକୁ କାବୁ କଲେ ଲୋକେ । ଦେଖନ୍ତୁ ଏ…