Browsing Tag

bjd supremo

ଭାଇଙ୍କ ପାଇଁ ଦିଲ୍ଲୀ ଯିବେ ନବୀନ, ପ୍ରେମ ପଟ୍ଟନାୟକଙ୍କର ହେଲା ହାର୍ଟ ସର୍ଜରୀ

ଭୁବନେଶ୍ୱର : ଭାଇଙ୍କ ପାଇଁ ଦିଲ୍ଲୀ ଯିବେ ନବୀନ । ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କର ହେଲା ହାର୍ଟ ସର୍ଜରୀ । ଦିଲ୍ଲୀ ଯିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆସନ୍ତା ଏପ୍ରିଲ ୧୦ ତାରିଖରେ ନୂଆଦିଲ୍ଲୀ ଗସ୍ତ କରିବେ । ତାଙ୍କ ବଡ଼ ଭାଇ ପ୍ରେମ…

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ, ଚାରି ଜିଲ୍ଲାରେ ଚାରି ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର : ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ।  ତା ପୂର୍ବରୁ ଚାରି ସାଙ୍ଗଠନିକ ଜିଲ୍ଲାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚାରି ଜଣ ନେତାଙ୍କୁ ନୂଆ ଦାୟିତ୍ବ ଦେଇଛନ୍ତି ।  ଭଦ୍ରକ ଜିଲ୍ଲା ବିଜେଡି ସଭାପତି ଭାବେ ବିଧାୟକ ବ୍ୟୋମକେଶ ରାୟଙ୍କୁ ନିଯୁକ୍ତି ଦେଇଛନ୍ତି ସୁପ୍ରିମୋ । …

ମହିଳାଙ୍କ ପାଇଁ ଅସୁରକ୍ଷିତ ହେଉଛି ରାଜଧାନୀ, ଉଦ୍ ବେଗ ପ୍ରକାଶ କଲେ ବିଜେଡ଼ି ସୁପ୍ରିମୋ ନବୀନ

ଭୁବନେଶ୍ବର: ଭୁବନେଶ୍ବରରେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଉଦ୍ ବେଗ ପ୍ରକାଶ କଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ।  ମହିଳାଙ୍କ ପାଇଁ ଅସୁରକ୍ଷିତ ହେଉଛି ରାଜ୍ୟ ରାଜଧାନୀ ଭୁବନେଶ୍ବର ।  କଳଙ୍କ ମୁଣ୍ଡାଇଛି ଓଡ଼ିଶା, କେବେ ଚେତିବ ବିଜେପି ସରକାର ? ଦିନଦ୍ବିପହରେ ରାଜଧାନୀରେ ନାବାଳିକା…

ଶଙ୍ଖ ଭବନରେ ସ୍ୱାଧୀନତା ଦିବସ ପାଳିତ, ନବୀନ ପଟ୍ଟନାୟକ କଲେ ପତାକା ଉତ୍ତୋଳନ

ଭୁବନେଶ୍ୱର  :ଶଙ୍ଖଭବନରେ ୭୮ ତମ ସ୍ୱାଧୀନତା ଦିବସ ପାଳିତ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିବା ସହ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ପରେ ବିଜେଡି ରାଜ୍ୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ମହାପୁରୁଷ ମାନଙ୍କ ଫଟୋ ଚିତ୍ରରେ…

ବଡ଼ ଠାକୁର ପଡିଯିବା ଘଟଣା, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ବଡ଼ ଠାକୁର ପଡିଯିବା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଦୁଃଖ ପ୍ରକାଶ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ବଳଭଦ୍ରଙ୍କ ଆଡପ ମଣ୍ଡପ ବିଜେ ପହଣ୍ଡି ବେଳେ ଘଟିଥିବା ଅଘଟଣ ପାଇଁ ଦୁଃଖ…

ବଦଳିଛି ନବୀନ ପଟ୍ଟନାୟକଙ୍କ ଆସନ, ହିଞ୍ଜିଳି ବିଧାୟକ ଭାବେ ନେଲେ ଶପଥ

ଭୁବନେଶ୍ୱର (କେନ୍ୟୁଜ): ବିଧାନସଭାରେ ହିଞ୍ଜିଳି ବିଧାୟକ ଭାବେ ଶପଥ ନେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।  କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମେ ବିଧାୟକ ଭାବେ ଶପଥ ଗ୍ରହଣ…

ମୁଖ୍ୟମନ୍ତ୍ରୀ ପଦରୁ ହଟିଲା ପରେ ଏକ୍ସ ପ୍ରୋଫାଇଲରେ ନାଁ ପରିବର୍ତ୍ତନ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର (କେନ୍ୟୁଜ); ଓଡ଼ିଶାରେ ସରିଲା ନବୀନ ଯୁଗ ।  ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ମୁଖ୍ୟମନ୍ତ୍ରୀ ଥିବା ନବୀନ ଏବେ ପାଲଟି ଯାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ।  ତେବେ ମଙ୍ଗଳବାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବା ପରେ ଏବେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ…

ପରାଜୟ ପରେ ପ୍ରଥମ ଥର ମୁହଁ ଖୋଲିଲେ ନବୀନ, କହିଲେ ପାଣ୍ଡିଆନ୍‌ଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ବିଜେଡିର ପରାଜୟ ପରେ ଭିକେ ପାଣ୍ଡିଆନ୍‌ଙ୍କୁ ନେଇ ଜାରି ରହିଥିବା ବିବାଦ ମଧ୍ୟରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମୁହଁ ଖୋଲିଛନ୍ତି। ନବୀନ କହିଛନ୍ତି, ମୁଁ ପୂର୍ବରୁ କହି ସାରିଛି ସେ ମୋ ଉତ୍ତରାଧିକାରୀ ନୁହନ୍ତି । ପାଣ୍ଡିଆନଙ୍କୁ ସମାଲୋଚନା…

ଆଜି ରୌପ୍ୟ ଜୟନ୍ତୀ ପାଳନ କରୁଛି ବିଜେଡି: ନୂଆବର୍ଷରୁ ନୂଆ ରଣନୀତି ପାଇଁ ଗୁରୁମନ୍ତ୍ର ଦେବେ ନବୀନ ପଟ୍ଟନାୟକ

ଭୁବନେଶ୍ୱର(କେନ୍ୟୁଜ୍): ଆଜି ୨୫ ପୂରି ୨୬ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ । ରୌପ୍ୟ ଜୟନ୍ତୀ ପାଳନ କରୁଛି ବିଜେଡି । ଏଥିପାଇଁ ପୁରୀ ତାଳବଣିଆ ପଡ଼ିଆରେ ରାଜ୍ୟସ୍ତରୀୟ ସମାବେଶ ଆୟୋଜନ କରାଯାଇଛି । ଏଥିରେ ଯୋଗ ଦେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦିନ ୧୧ଟା ୪୦ରେ ହେଲିକପ୍ଟର ଯୋଗେ…

ବିଜୁ ମହିଳା ଜନତା ଦଳର ନୂଆ ଟିମ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ବ

କେନ୍ୟୁଜ୍(ବ୍ୟୁରୋ):ବିଜୁ ମହିଳା ଜନତା ଦଳର ନୂଆ ଟିମ ଗଠନ ହୋଇଛି। ଟିମରେ ଅଛନ୍ତି ୨୩ ଜଣ ଉପଦେଷ୍ଟା, ୩ କାର୍ଯ୍ୟକାରୀ ସଭାପତି, ଜଣେ ମହାସଚିବ, ୭ ଜୋନାଲ୍ ସଭାପତି, ୬ ଜୋନାଲ୍ କାର୍ଯ୍ୟକାରୀ ସଭାପତି ଅଛନ୍ତି। କସ୍ତୁରୀ ମହାପାତ୍ର ମହାସଚିବ ପଦ ବଜାୟ ରଖିଥିବା ବେଳେ ସୁବାସିନୀ ଜେନା, ସୁଲତା…