ବ୍ଲାକ୍ ହୋଲ୍ ହେଉଛି ବ୍ରହ୍ମାଣ୍ଡର ସବୁଠାରୁ ବିପଜ୍ଜନକ ଜିନିଷ, ଜାଣନ୍ତୁ ଏହାର ରହସ୍ୟ
ବୈଜ୍ଞାନିକଙ୍କ ଅନୁଯାୟୀ, ବ୍ଲାକ୍ ହୋଲ୍ ହେଉଛି ବ୍ରହ୍ମାଣ୍ଡର ସବୁଠାରୁ ବିପଜ୍ଜନକ ଜିନିଷ । ବ୍ଲାକ୍ ହୋଲ୍ ବିଷୟରେ ଆପଣ ହୁଏତ ଅନେକ କଥା ଶୁଣିଥିବେ । ଯାହାକୁ ନେଇ ଲୁଚି ରହିଛି ଅନେକ ରହସ୍ୟ । ଏମିତିକି କିଛି ଅଜବ ତଥ୍ୟ ମଧ୍ୟ ସମ୍ନାକୁ ଆସିଛି । ଯାହାକୁ ଜାଣିଲେ ହୁଏତ ଆପଣ ଆଶ୍ଚର୍ଯ୍ୟ…