Below header
Browsing Tag

boat fire

ବିଶାଖାପାଟନମ ଫିସିଂ ହାର୍ବରରେ ଅଗ୍ନିକାଣ୍ଡ, ଜଳିଗଲା ୨୫ ଡଙ୍ଗା

ଆନ୍ଧ୍ରପ୍ରଦେଶ ବିଶାଖାପାଟନମ ସହରରେ ଥିବା ଫିସିଂ ହାର୍ବରରେ ବଡ ଧରଣର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଲାଗିବା ଯୋଗୁଁ ବନ୍ଦରରେ ଥିବା ୨୫ ଟି ଡଙ୍ଗା ପୋଡ଼ି ପାଉଁଶ ହୋଇଯାଇଛି । ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ହୋଇଥିଲା ଯାହା ସୋମବାର ସକାଳ ପର୍ଯ୍ୟନ୍ତ ଜାରି ରହିଛି । ଏହି ଘଟଣାର ଭିଡିଓ…

ଶ୍ରୀନଗର ଡାଲ୍‌ ହ୍ରଦରେ ଅଗ୍ନିକାଣ୍ଡ, ଜଳିପୋଡି ପାଉଁଶ ହୋଇଗଲା ହାଉସବୋଟ୍‌

ଜମ୍ମୁ କଶ୍ମୀର ଶ୍ରୀନଗରରେ ଥିବା ଡାଲ୍‌ ଲେକରେ ହାଉସବୋଟ୍‌ରେ ନିଆଁ । ନିଆଁ ଲାଗି ଜଳିଗଲା ହାଉସ ବୋଟ। ଆଜି ଭୋରରୁ ଶ୍ରୀନଗର ଜିଲ୍ଲାର ଡାଲ ହ୍ରଦରେ ୮ଟି ହାଉସ ବୋଟରେ ନିଆଁ ଲାଗି ସଂପୂର୍ଣ୍ଣ ଛାରଖାର ହୋଇପଡିଛି । ଖବର ମିଳିବା ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ପର୍ଯ୍ୟଟକଙ୍କୁ…

ମାଛ ଧରୁଥିବାବେଳେ ଅଗ୍ନିକାଣ୍ଡ ଘଟି ବୁଡିଗଲା ଫିସିଙ୍ଗ ଟ୍ରଲର, ୧୦ ମତ୍ସଜୀବୀ ଉଦ୍ଧାର

ଚାନ୍ଦବାଲି(କେନ୍ୟୁଜ୍): ଧାମରା ସମୁଦ୍ର ମଧ୍ୟରେ ହୁଇଲର ଦୀପ ନିକଟରେ ଏକ ଫିସିଙ୍ଗ ଟ୍ରଲରରେ ଅଗ୍ନିକାଣ୍ଡ । ଯାହାଫଳରେ ଟ୍ରଲରଟି ସମୁଦ୍ର ମଧ୍ୟରେ ବୁଡି ଯାଇଥିବା ଜଣାପଡିଛି। ମା ପଦ୍ମାବତୀ ନାମକ ଏହି ଟ୍ରଲରରେ ୧୦ଜଣ ଧିବର ମାଛ ଧରୁଥିବା ବେଳେ ଟ୍ରଲରଟିରେ ଅଗ୍ନିକାଣ୍ଡ ଘଟିବାରୁ ଟ୍ରଲର…