Below header
Browsing Tag

bomb blast

ଯାଜପୁରରେ ବୋମା ଫିଙ୍ଗି ହତ୍ୟା ଘଟଣାର ପ୍ରତିବାଦ: ମାଂସଡା ନିକଟରେ ରାସ୍ତାରୋକ କଲେ ଉତ୍ଯକ୍ତ ଲୋକେ

ଯାଜପୁର ଟାଉନ୍(କେନ୍ୟୁଜ୍): ଯାଜପୁର ଜିଲ୍ଲା ବିଂଝାରପୁର ମନେଇଗଣ୍ଡ ବାଲିଘାଟକୁ ନେଇ ଦେଖାଦେଇଥିବା ବିବାଦ ଓ ବୋମାମାଡ଼ ଘଟଣା ପ୍ରତିବାଦରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଆଜି ସକାଳୁ ଉତ୍ୟକ୍ତ ଲୋକଙ୍କ ପକ୍ଷରୁ ମାଂସଡା ନିକଟରେ ରାସ୍ତାରୋକ କରାଯାଇଛି। ପୋଲିସର ନିଷ୍କ୍ରିୟତା…

ପୁଣି ଅଶାନ୍ତ ବିଂଝାରପୁର: ବାଲିଘାଟ ବିବାଦକୁ କେନ୍ଦ୍ର କରି ବୋମା ମାଡ଼, ଜଣେ ମୃତ

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁରରେ ବାଲିଘାଟ ବିବାଦକୁ କେନ୍ଦ୍ର କରି ବୋମା ମାଡ଼ ଓ ଜଣେ ମୃତ। ବିଂଝାରପୁର ଥାନା ଅନ୍ତର୍ଗତ ବଗମରା ଘାଟ ନିକଟସ୍ଥ ମନେଇ ଗଣ୍ଡ ବାଲିଘାଟକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟିଛି। ଏଥିରେ ସ୍ଥାନୀୟ ଗ୍ରାମର ସୁରେନ୍ଦ୍ର ଦାସଙ୍କ ମୃତ୍ୟୁ ଘଟିଛି। ସୁରେନ୍ଦ୍ର ଏବଂ…

କୌଣସି ମୁହୂର୍ତ୍ତରେ କିଭ ଦଖଲ କରିପାରେ ଋଷ ସେନା , ଘନ ଘନ ବୋମା ବର୍ଷାରେ କମ୍ପିଲା ୟୁକ୍ରେନ

ନୂଆଦିଲ୍ଲୀ : କିଭକୁ ଘେରୁଛି ରୁଷ ସେନା । ଯେ କୌଣସି ମୁହୂର୍ତ୍ତରେ କିଭ ଦଖଲ କରିପାରେ । ପୂର୍ବ ଓ ପଶ୍ଚିମରୁ ଘେରୁଛି ରୁଷ ସେନା । କିଭ୍‌ ନିକଟବର୍ତ୍ତୀ ଅଞ୍ଚଳରେ ଘନ ଘନ ବୋମାବର୍ଷା । ସାଇରନ ଶବ୍ଦରେ କମ୍ପିଲା ୟୁକ୍ରେନ । ସବୁ ଅଞ୍ଚଳରେ ଋଷ କରିବ ଏୟାର ଷ୍ଟ୍ରାଇକ୍‌ । ୟୁକ୍ରେନର ସବୁ…

ନୟାଗଡ଼ ଖଣ୍ଡପଡା ଥାନା ବଦଶା ଗାଁରେ ହିଂସାକାଣ୍ଡ: ବୋମା ମାଡ଼ରେ ଜଣେ ମୃତ, ଦୁଇ ଆହତ

ନୟାଗଡ଼(କେନ୍ଯୁଜ୍): ନୟାଗଡ଼ ଖଣ୍ଡପଡା ଥାନା ବଦଶା ଗାଁରେ ହିଂସା କାଣ୍ଡ । ବୋମା ମାଡ଼ରେ ଜଣେ ମୃତ, ଦୁଇ ଆହତ । ମୃତ ବ୍ୟକ୍ତିଙ୍କ ନାମ ପ୍ରଶାନ୍ତ ତାରେଣିଆ । ଆହତ ବ୍ୟକ୍ତିଙ୍କୁ ଖଣ୍ଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆସନ୍ତାକାଲି ପଞ୍ଚମ ପର୍ଯ୍ୟାୟରେ ମତଦାନ ହେବ…

ରୁଷ ଫିଙ୍ଗିଥିବା ବିଶାଳକାୟ ବୋମାକୁ ପାଣି ପକାଇ ଡିଫ୍ୟୁଜ୍ କଲେ ୟୁକ୍ରେନର ଏହି ବ୍ୟକ୍ତି, ଦେଖନ୍ତୁ ଭିଡିଓ

ରୁଷ ୟୁକ୍ରେନ ଉପରେ ଆକ୍ରମଣ କରି ସାରା ଦେଶରେ ହଇଚଇ ସୃଷ୍ଟି କରିଛି। ଏହି ସମୟରେ, ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ବଢ଼ିବାରେ ଲାଗିଛି। ରୁଷ ଆକ୍ରମଣର ଅନେକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସୁଛି। ସେହିପରି ଆଉ ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିବା ପରେ ଆପଣ ବି ବିଶ୍ୱାସ କରିପାରିବେ…

ଗୁଣି ଗାରେଡିକୁ ନେଇ ଫୁଟିଲା ବୋମା: ଭାଙ୍ଗିଲା ଗ୍ରୀଲ, ଭୁଶୁଡିଲା କୋଠା

କାମାକ୍ଷାନଗର(କେନ୍ଯୁଜ୍):ଗୁଣି ଗାରେଡ଼ିକୁ ନେଇ ବୋମାମାଡ଼। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ ଗାଁରେ ଫୁଟିଲା ବୋମା। ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୫ଜଣ ସଦସ୍ୟ। ଗୁଣିଗାରେଡ଼ି ସନ୍ଦେହକୁ ନେଇ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ସନ୍ଦେହରେ ଗାଁର ୨ଜଣଙ୍କୁ ଅଟକ ରଖି…

ବଡମ୍ବା ଥାନା ରତାପାଟରେ ନିର୍ବାଚନୀ ହିଂସା: ସରପଞ୍ଚ ପ୍ରାର୍ଥୀଙ୍କ ଘରକୁ ବୋମାମାଡ଼

ନରସିଂହପୁର(କେନ୍ୟୁଜ୍): ବଡମ୍ବା ଥାନା ଅଧିନ ରତାପାଟ ପଞ୍ଚାୟତରେ ନିର୍ବାଚନୀ ହିଂସା। ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ମାଗିରାମ ବେହେରାଙ୍କ ଘର ଉପରକୁ ଗତକାଲି   ୯ ଟା ୫୦ରେ ବୋମା ମାଡ଼ ହୋଇଛି। ଘର କାନ୍ଥରେ ମାଡ଼ ହୋଇ ଘର ଭିତରେ ବୋମା ବିସ୍ଫୋରଣ ହୋଇଛି। ଗୋଟିଏ ବାଇକରେ ତିନିଜଣ…

ମତଦାନ ପୂର୍ବରୁ ହିଂସାକାଣ୍ଡ:  ନୟାଗଡ଼ ଖଣ୍ଡପଡା ଥାନା ବଦଶା ଗାଁରେ ଫୁଟିଲା ବୋମା, ଜଣେ ମୃତ ଓ ଦୁଇ ଆହତ

 ନୟାଗଡ଼(କେନ୍ୟୁଜ୍): ନିର୍ବାଚନ ପୂର୍ବରୁ ପୁଣି ହିଂସାକାଣ୍ଡ। ବମରେ ଉଡିଲା ମୁଣ୍ଡ। ଏଭଳି ଖବର ଆସିଛି ନୟାଗଡ଼ ଜିଲ୍ଲାରୁ । ନୟାଗଡ଼ ଖଣ୍ଡପଡା ଥାନା ବଦଶା ଗାଁରେ ହିଂସା କାଣ୍ଡ । ବୋମା ମାଡ଼ରେ ଜଣେ ମୃତ, ଦୁଇ ଆହତ । ମୃତ ବ୍ୟକ୍ତିଙ୍କ ନାମ ପ୍ରଶାନ୍ତ ତାରେଣିଆ । ଆହତ ବ୍ୟକ୍ତିଙ୍କୁ ଖଣ୍ଡପଡା…