Below header

ନୟାଗଡ଼ ଖଣ୍ଡପଡା ଥାନା ବଦଶା ଗାଁରେ ହିଂସାକାଣ୍ଡ: ବୋମା ମାଡ଼ରେ ଜଣେ ମୃତ, ଦୁଇ ଆହତ

ନୟାଗଡ଼(କେନ୍ଯୁଜ୍): ନୟାଗଡ଼ ଖଣ୍ଡପଡା ଥାନା ବଦଶା ଗାଁରେ ହିଂସା କାଣ୍ଡ । ବୋମା ମାଡ଼ରେ ଜଣେ ମୃତ, ଦୁଇ ଆହତ । ମୃତ ବ୍ୟକ୍ତିଙ୍କ ନାମ ପ୍ରଶାନ୍ତ ତାରେଣିଆ । ଆହତ ବ୍ୟକ୍ତିଙ୍କୁ ଖଣ୍ଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଆସନ୍ତାକାଲି ପଞ୍ଚମ ପର୍ଯ୍ୟାୟରେ ମତଦାନ ହେବ । ମତଦାନ ପୂର୍ବରୁ ହିଂସାକାଣ୍ଡ ଦେଖାଦେଇଛି । ଘଟଣାସ୍ଥଳରେ ଖଣ୍ଡପଡା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.