ବ୍ରିଟେନ ରାଜ ପରିବାର ତେଜିଲା ବିବାଦ, ରାଜକୀୟ ପଦବୀ ହରାଇଲେ ପ୍ରିନ୍ସ ଆଣ୍ଡ୍ରିଉ
ବ୍ରିଟେନ ରାଜ ପରିବାର ବିବାଦ ତେଜିଲା । ରାଜକୀୟ ପଦବୀ ହରାଇଲେ ପ୍ରିନ୍ସ ଆଣ୍ଡ୍ରିଉ। ବାସଭବନରୁ ତାଙ୍କୁ ବେଦଖଲ କରାଯାଇଛି । ବକିଙ୍ଗହାମ ପ୍ୟାଲେସ୍ ଏ ନେଇ ଘୋଷଣା କରିଛି । କିଙ୍ଗ୍ ଚାର୍ଲସ୍ ତୃତୀୟ ତାଙ୍କ ସାନଭାଇ ପ୍ରିନ୍ସ ଆଣ୍ଡ୍ରିଉଙ୍କ ରାଜକୀୟ ଉପାଧି ଓ ସମ୍ମାନକୁ ପ୍ରତ୍ୟାହାର କରିବା…