Browsing Tag

budget iPhone

ଶସ୍ତାରେ କିଣନ୍ତୁ ଆଇଫୋନ ୧୪

ଆଇଫୋନ ୧୪ରେ ମିଳୁଛି ଶାନଦାର ଅଫର। ଏକଦମ ଶସ୍ତାରେ ଆଇଫୋନ ୧୪ ମଡେଲକୁ ପାଇବାକୁ ଚାହୁଁଥିଲେ ଆଉ ବେଶି ଅପେକ୍ଷା କରନ୍ତୁ ନାହିଁ। ଏଥର ଆମାଜନ ନେଇ ଆସିଛି ଗ୍ରାହକଙ୍କ ପାଇଁ ବଢ଼ିଆ ଅଫର। ଯେଉଁଥିରେ ଆପଣ ଆଇଫୋନର ଏହି ମଡେଲକୁ ପୁରା ଶସ୍ତା ଦାମରେ ପାଇବେ। ଇ-କମର୍ସ ପ୍ଳାଟଫର୍ମ ସବୁବେଳେ ନିଜ…

ଆପଲ ଆଣୁଛି ଶସ୍ତା ଆଇଫୋନ, ୨୦୨୪ରେ ହେବ ରିଲିଜ

କେନ୍ୟୁଜ୍‌(ବ୍ୟୁରୋ): ବଜାରକୁ ଆସୁଛି ଆଇଫୋନର ବଜେଟ ସ୍ମାର୍ଟଫୋନ । ୨୦୨୪ରେ କରିବ ଲଞ୍ଚ । ଏହା ଏକ କମ ଦାମର ହେବାସହ ପ୍ରିମିୟମ ଆଇଫୋନ ସିରିଜର ବିକଳ୍ପ ହୋଇ ରହିବ । ଆଇଫୋନ 15 ସିରିଜ ସହ ଏକ ଏଫୋଡେବଲ ଫୋନ ଆଣିବା ପାଇଁ ଆପଲ ପକ୍ଷରୁ କାର୍ଯ୍ୟ ଜାରି ରହିଛି । ଆଇଫୋନ ପକ୍ଷରୁ ଏସଇ 4କୁ ଲଞ୍ଚ…