ଶସ୍ତାରେ କିଣନ୍ତୁ ଆଇଫୋନ ୧୪

ଭାରତରେ ଆଇଫୋନ ୧୪ କୁ ୭୯,୯୦୦ ଟଙ୍କା ରେ ଲଞ୍ଚ କରାଯାଇଥିଲା। କିନ୍ତୁ ପ୍ରାଇମ ଡେ ସେଲରେ ଏହି ଫୋନ କେବଳ ୬୬,୪୯୯ ଟଙ୍କାରେ ପାଇଯିବେ। ଆଶା କରାଯାଉଛି ଯେ ଯଦି ଗ୍ରାହକଙ୍କ ପାଖେ ଏସବିଆଇ ଓ ଆଇସିଆଇସିଆଇ ବ୍ୟାଙ୍କର କ୍ରେଡ଼ିଟ କାର୍ଡ ଥିଲେ ଲେଣଦେଣରେ ୧୦% ଯାଏ ଛାଡ଼ ମିଳିବ। ଏହା ବ୍ୟତିତ ଏକ୍ସଚେଞ୍ଜ ଅଫର ମଧ୍ୟ ରହୁଛି। ଯାହାକୁ ଆଡ଼ କଲେ ଏହା ର ଦାମ ଆହୁରି କମିଯିବ।

ଆଇଫୋନ ୧୪ରେ ମିଳୁଛି ଶାନଦାର ଅଫର। ଏକଦମ ଶସ୍ତାରେ ଆଇଫୋନ ୧୪ ମଡେଲକୁ ପାଇବାକୁ ଚାହୁଁଥିଲେ ଆଉ ବେଶି ଅପେକ୍ଷା କରନ୍ତୁ ନାହିଁ। ଏଥର ଆମାଜନ ନେଇ ଆସିଛି ଗ୍ରାହକଙ୍କ ପାଇଁ ବଢ଼ିଆ ଅଫର। ଯେଉଁଥିରେ ଆପଣ ଆଇଫୋନର ଏହି ମଡେଲକୁ ପୁରା ଶସ୍ତା ଦାମରେ ପାଇବେ।

ଇ-କମର୍ସ ପ୍ଳାଟଫର୍ମ ସବୁବେଳେ ନିଜ ଗ୍ରାହକଙ୍କ ପାଇଁ ସମୟ ସମୟରେ ଅଫର ଆଣିଥାଏ। ଯେପରିକି ସେମାନେ କିଛି ଦାମୀ ପ୍ରଡକ୍ଟ କିଣିବାକୁ ଚାହୁଁଥିଲେ ବିନା ସମସ୍ୟାରେ କିଣିପାରିବେ। ଏଥର ଆମାଜନ ନିଜ ବକେଟ ଲିଷ୍ଟରେ ଆଇଫୋନ ୧୪କୁ ଶସ୍ତା ଦାମରେ ସୋ କରାଇଛି। ଯାହାକି ପୂର୍ବ ଅପେକ୍ଷା ବହୁତ କମ। ଏହି ଅଫର ହେଉଛି ଆମାଜନ ପ୍ରାଇମ ଡେ ସେଲ। ଯାହାକି ଆସନ୍ତା ୧୫ ଜୁଲାଇରୁ ଆରମ୍ଭ ହେବ। ୧୬ ଜୁଲାଇ ଯାଏ ଚାଲିବ। ମାନେ ଆପଣ ଏହାକୁ କିଣିବାକୁ ଦୁଇ ଦିନର ସମୟ ପାଇବେ। ଏହାର ଫାଇଦା ନଉଠାଇଲେ ଦୁୁଇ ଦିନ ପରେ ଦାମ ପୁଣି ଥରେ ବଢ଼ିଯିବ।

ଭାରତରେ ଆଇଫୋନର ଏହି ମଡେଲର ଦାମ ଚଳିତ ସପ୍ତାହର ଶେଷରେ କମ ହେବାକୁ ଯାଉଛି। ନିଜ ପ୍ରାଇମ ୟୁଜର୍ସଙ୍କ ପାଇଁ ଆମାଜନ ଲାଟେଷ୍ଟ ସ୍ମାର୍ଟଫୋନ, କଞ୍ଜ୍ୟୁମର ଇଲେକଟ୍ରୋନିକ ରେ ଅନେକ ଡିସକାଉଣ୍ଟ ଓ ଅଫର୍ସ ଦେବ। ଏହି ଲିଷ୍ଟରେ ଆଇଫୋନ ୧୪ ସାମିଲ ହେବ। ତେଣୁ ଆପଣ ବେଶି ଡେରି ନକରି ଆଜି ଏହି ଅଫର ବିଷୟରେ ଜାଣିନିଅନ୍ତୁ।

ଭାରତରେ ଆଇଫୋନ ୧୪ କୁ ୭୯,୯୦୦ ଟଙ୍କା ରେ ଲଞ୍ଚ କରାଯାଇଥିଲା। କିନ୍ତୁ ପ୍ରାଇମ ଡେ ସେଲରେ ଏହି ଫୋନ କେବଳ ୬୬,୪୯୯ ଟଙ୍କାରେ ପାଇଯିବେ। ଆଶା କରାଯାଉଛି ଯେ ଯଦି ଗ୍ରାହକଙ୍କ ପାଖେ ଏସବିଆଇ ଓ ଆଇସିଆଇସିଆଇ ବ୍ୟାଙ୍କର କ୍ରେଡ଼ିଟ କାର୍ଡ ଥିଲେ ଲେଣଦେଣରେ ୧୦% ଯାଏ ଛାଡ଼ ମିଳିବ। ଏହା ବ୍ୟତିତ ଏକ୍ସଚେଞ୍ଜ ଅଫର ମଧ୍ୟ ରହୁଛି। ଯାହାକୁ ଆଡ଼ କଲେ ଏହା ର ଦାମ ଆହୁରି କମିଯିବ।

ଗତ ସେପ୍ଟେମ୍ବରରେ ଆପଲ ଫାର ଆଉଟ ଇଭେଣ୍ଟରେ ଆଇଫୋନ ୧୪ ମଡେଲକୁ ସାମ୍ନାକୁ ଆଣିଥିଲା। ଏଥିରେ A15 ବାୟୋନିକ ଚିପ୍‌ ଦେବା ସହ ଅନେକ ଫିଚର୍ସ ଆଡ କରିଥିଲା। ଯାହା ଥିଲା ସମ୍ପୂର୍ଣ୍ଣ ନୂଆ। କିନ୍ତୁ ଏହି ଚିିପ୍‌ ପୂର୍ବରୁ ୨୦୨୧ରେ ଲଞ୍ଚ ହୋଇଥିବା ଆଇଫୋନ ୧୩ ଓ ଆଇଫୋନ ୧୩ ପ୍ରୋରେ ବ୍ୟବହାର କରାଯାଇଥିଲା। ଏଥିରେ ଭଲ ବ୍ରାଇଟନେସ ସହିତ ଡଲବି ଭିଜନ ସପୋର୍ଟ ଓ ସିରେମିକ ସିଲ୍ଡ ପ୍ରୋଟେକ୍ସନ ସୁବିଧା ପାଇବେ। ଏହାବ୍ୟତିତ ଆପଣ ଏହି ଫୋନ ରେ ଭିଡ଼ିଓ କ୍ୱାଲିଟି ଠୁ ଆରମ୍ଭ କରି ବ୍ୟାଟେରୀ କ୍ଷମତା ସବୁକିଛି ବେଷ୍ଟ ପାଇବେ। ତେଣୁ ଆଉ ଡେରି ନକରି ସେଲ ଆରମ୍ଭ ହେବା ମାତ୍ରେ ଏହି ଅଫରର ଫାଇଦା ଉଠାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.