Browsing Tag

bus checking

କଟକରେ ଜୋରଦାର ହୋଇଛି ସ୍କୁଲ ବସ୍ ଫିଟନେସ୍ ଚେକିଂ, ଅନେକ ଗାଡ଼ିର ନାହିଁ ପରିମିଟ ଓ ଇନ୍ସୁରାନ୍ସ

କଟକ(କେନ୍ୟୁଜ୍):  ରାଜ୍ୟରେ ଜୋରଦାର ହୋଇଛି ସ୍କୁଲ ବସ ସମେତ ଅନ୍ୟ ସ୍କୁଲ ପରିବହନ ଚେକିଂ। ଦ୍ୱିତୀୟ ଦିନ ପାଇଁ ରାଜ୍ୟରେ ହୋଇଛି ଏହି ଚେକିଂ । କଟକରେ ପ୍ରଥମ ଦିନରେ ୨୫ ଟି ସ୍କୁଲ ଗାଡି ଚେକିଂ ହୋଇଥିବା ବେଳେ ଦ୍ୱିତୀୟ ଦିନରେ ୨୨ ଟି ଗାଡି ଚେକିଂ ହୋଇଛି।ପ୍ରଥମ ଦିନରେ ମୋଟ ୧୦୫ ଟି ବସ, ୮୭…