ବ୍ରିଜରୁ ତଳକୁ ଓଲଟିଲା ଯାତ୍ରୀବାହୀ ବସ୍ , ୫ମୃତ; ୪୬ ଆହତ
ଯାଜପୁର (କେନ୍ୟୁଜ): ଯାଜପୁରରେ ବ୍ରିଜରୁ ତଳକୁ ଓଲଟିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୬ ଜଣ ଯାତ୍ରୀ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି। ସମସ୍ତ ଗୁରୁତର ଆହତଙ୍କୁ କଟକ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଛି ।…