Below header
Browsing Tag

cabinet approval

ପିଏମ୍‌ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାକୁ ମଞ୍ଜୁରୀ, ୧ କୋଟି ଲୋକଙ୍କ ଘରେ ଲାଗିବ ସୋଲାର ପ୍ୟାନେଲ

କେନ୍ଦ୍ର ମନ୍ତ୍ରୀମଣ୍ଡଳ 'ପିଏମ୍‌ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା'କୁ ଅନୁମୋଦନ କରିଛି । ଏହି ଯୋଜନା ଅଧୀନରେ ୭୫,୦୨୧ କୋଟି ଟଙ୍କା ବ୍ୟୟରେ ଏକ କୋଟି ଘରେ ରୁଫ୍‌ଟପ୍‌ ସୋଲାର ସ୍ଥାପନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃୟାରୀ ୧୩ରେ ଏହି ଯୋଜନା ଆରମ୍ଭ କରିଥିଲେ । କେନ୍ଦ୍ର…

ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୮ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ୱର (କେନ୍ୟୁଜ୍‌) : ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୮ଟି ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ଲାଗିଛି। ରାଜ୍ୟ ସରକାର ୫୦୪ ଠିକା ଅଙ୍ଗନୱାଡ଼ି…

ନିର୍ଗୁଣ୍ଡିରୁ ବାରଙ୍ଗ ଏବଂ ଖୋର୍ଦ୍ଧା ରୋଡରୁ ବିଜୟନଗରମ ପର୍ଯ୍ୟନ୍ତ ହେବ ତୃତୀୟ ଲେନ୍, ମିଳିଲା କ୍ୟାବିନେଟ୍ ମଞ୍ଜୁରି

କେନ୍ୟୁଜ୍(ବ୍ୟୁରୋ): ନିର୍ଗୁଣ୍ଡିରୁ ବାରଙ୍ଗ ଏବଂ ଖୋର୍ଦ୍ଧାରୋଡ୍ ରୁ ବିଜୟନଗରମ୍ ପର୍ଯ୍ୟନ୍ତ ତୃତୀୟ ଲେନ୍ ପାଇଁ କ୍ୟାବିନେଟ୍ ମଞ୍ଜୁରି ମିଳିଛି। ଆଜି ଅର୍ଥନୈତିକ ସମ୍ପର୍କିତ କ୍ୟାବିନେଟ କମିଟି ୩୨ ହଜାର ୫ଶହ କୋଟି ଟଙ୍କାର ୭ଟି ରେଳ ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରିଛି। ଏହି ପ୍ରକଳ୍ପ…

ବଦଳିବ ପଞ୍ଚାୟତର ଚିତ୍ର: ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନରେ ପ୍ରତି ପଞ୍ଚାୟତକୁ ମିଳିବ ୫୦ଲକ୍ଷ ଟଙ୍କା

ଭୁବନେଶ୍ୱର (କେନ୍ୟୁଜ): ବଦଳିବ ପଞ୍ଚାୟତର ଚିତ୍ର । ବିକାଶଧାରାରେ ସହରାଞ୍ଚଳ ଭଳି ଆଗକୁ ବଢ଼ିବ ଗାଁଗଣ୍ଡା । ଆମ ଓଡ଼ିଶା, ନବୀନ ଓଡ଼ିଶା ସ୍କିମରେ ଗ୍ରାମାଞ୍ଚଳର ଭିତ୍ତିଭୂମିକୁ ବିକାଶ କରାଯିବ । ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍‌ ମୋହର ମାରିଛି । ଏହି ଯୋଜନାରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ…

ରାଜ୍ୟ କ୍ୟାବିନେଟରେ ୧୫ଟି ପ୍ରସ୍ତାବକୁ ଅନୁମୋଦନ, ଯୋଗାଯୋଗ ନଥିବା ସବୁ ଗାଁକୁ ହେବ ରାସ୍ତା

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟ କ୍ୟାବିନେଟରେ ୧୫ଟି ପ୍ରସ୍ତାବକୁ ଅନୁମୋଦନ । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସବୁ ଗାଁକୁ ହେବ ରାସ୍ତା । ଯୋଗାଯୋଗ ନଥିବା ସବୁ ଗାଁକୁ ହେବ ରାସ୍ତା । ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ ନିୟମାବଳୀ ୧୯୯୫ର ସଂଶୋଧନ । ଶୀତଳାପଲ୍ଲୀରେ ହେବ ମଲ୍ଟି ସ୍ପେଶାଲିଟି…