କଟକର କ୍ୟାନସର ହସ୍ପିଟାଲରେ ପଶିଲା କରୋନା, କେମୋ ଓ୍ୱାର୍ଡ ସିଲ୍
କେନ୍ୟୁଜ୍ (ବ୍ୟୁରୋ):କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ କରୋନା ପଜିଟିଭ୍ ଚିହ୍ନଟ । ସଂକ୍ରମିତ ରୋଗୀ ଜଣଙ୍କ ଜରୁରୀକାଳୀନ ଓ୍ଵାର୍ଡରେ ଥିଲେ । ତାଙ୍କ ଘର ଗଂଜାମ ଜିଲ୍ଲାରେ । ଗତ ୧୯ ତାରିଖରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ କୋଭିଡ…