Browsing Tag

cctv camera

ସିସିଟିଭିକୁ ଲୁଗାରେ ଘୋଡ଼େଇ ଚୋରି କରୁଥିଲା ଚୋର, ଧରିନେଲେ ଦୋକାନ ମାଲିକ

ଟାଙ୍ଗୀ:  ଚୋର ଘର ସବୁବେଳେ ଅନ୍ଧାର ନଥାଏ । ଏକଥା ସମସ୍ତଙ୍କୁ ଜଣା। ଲୋଭର ବଶବର୍ତ୍ତୀ ହେଲେ ଦିନେ ନା ଦିନେ ସବୁ ସରେ । ଚୋର ଧରା ପଡିବା ହିଁ ସାର ହୁଏ ।  ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଚାନ୍ଦପୁର ବଜାରରେ । ଚାନ୍ଦପୁର ମଙ୍ଗଳା ସାହିର ପବିତ୍ର ନାୟକ  ନାମକ ଜଣେ ୨୨…

ଗାଁକୁ ଜଗିଛି ସିସିଟିଭି, ଗାଁରେ ଅସାମାଜିକ କାର୍ଯ୍ୟକଳାପ ରୋକିବା ପାଇଁ ନିଜ ଖର୍ଚ୍ଚରେ ସିସିଟିଭି ଲଗାଇଲେ ସରପଞ୍ଚ

ଗାଁକୁ ଜଗିଛି ସିସିଟିଭି । ଛକ ବଜାର ଗଳିକନ୍ଦି ଯୁଆଡେ ଦେଖିଲେ ସିସିଟିଭି କ୍ୟାମେରା । ଏ କୌଣସି ସହରର ଦୃଶ୍ୟ ନୁହେଁ । ଏ ହେଉଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାର ଉପାନ୍ତ ଚାନ୍ଦୋତରା ଗାଁର ଦୃଶ୍ୟ । କିଛି ମାସ ପୁର୍ବରୁ ଗାଁରେ ବାରମ୍ବାର ଚୋରି, ଡ଼କାୟତି, ଦୁର୍ଘଟଣା ଏପରି ଅନେକ କଥା ସହ…

ମଟର ସାଇକେଲ ଚୋରି, କଏଦ ହେଲା ସିସିଟିଭି ଫୁଟେଜ

ସାଲେପୁର: ସାଲେପୁର ଥାନା ଅନ୍ତର୍ଗତ ସାପ୍ତାହିକ ହାଟରୁ ନିୟମିତ ବାଇକ୍ ଓ ମୋବାଇଲ ଚୋରି ହେଉଛି ।  ଏହାକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ହାଟରେ ସିସିଟିଭି ଲଗାଇଥିଲେ। ହାଟରୁ ଏକ ବାଇକ୍ ଦୁର୍ବୃତ୍ତ ଚୋରି କରୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।  ଗତ ସପ୍ତାହରେ ସାଲେପୁର ସାପ୍ତାହିକ…

ଘରେ CCTV କ୍ୟାମେରା ଲଗାଇବା ସମୟରେ ଧ୍ୟାନ ରଖନ୍ତୁ ଏହି ସବୁ ଜିନିଷ

ଆଜିକାଲି ଅଧିକାଂଶ ଲୋକଙ୍କୁ ନିଜ ଘରର ସୁରକ୍ଷାର ଚିନ୍ତା ରହିଥାଏ । ସେଥିପାଇଁ ଅନେକ ଲୋକ ଚାହାଁନ୍ତି ଯେ ଘରେ ସିସିଟିଭି କ୍ୟାମେରା ଲଗାଯାଉ । ଯେଉଁମାନେ ଅଫିସ୍ କିମ୍ବା ଘର କାମ ପାଇଁ ସବୁବେଳେ ବାହାରକୁ ଯାଆନ୍ତି, ସେମାନେ ସିସିଟିଭି ଦ୍ୱାରା ନିଜ ଘର ଉପରେ ନଜର ରଖିପାରିବେ । ପୂର୍ବରୁ…

ପୁରୁଣା ସ୍ମାର୍ଟଫୋନକୁ ଏପରି କରନ୍ତୁ କ୍ୟାମେରା, ବାସ୍‌ ଗୋଟିଏ ଆପରେ ବନିଯିବ ବଢ଼ିଆ CCTV

ଅଧିକାଂଶ ଲୋକଙ୍କୁ ନିଜ ଘରର ସୁରକ୍ଷାର ଚିନ୍ତା ରହିଥାଏ । ଯଦି ଘରେ ସୁରକ୍ଷାର କଡା ବ୍ୟବସ୍ଥା ନକରାଯାଏ ତାହେଲେ ଚୋର ଏହାକୁ ଟାର୍ଗେଟ କରନ୍ତି । ଆଉ ଆପଣଙ୍କ ଅନୁପସ୍ଥିତିରେ ଘରେ ଚୋରି କରି ଚଳୁ କରିଦେଇଯାନ୍ତି। ତେଣୁ ଏହାଠାରୁ ରକ୍ଷା ପାଇବା ପାଇଁ ଅଧିକାଂଶ ଲୋକ ନିଜ ଘରେ କ୍ଲୋଜ୍‌…

Airtel ଲଞ୍ଚ୍‌ କଲା ଖାସ୍‌ କ୍ୟାମେରା; ମାତ୍ର ୯୯୯ ଟଙ୍କାରେ ଆପଣଙ୍କ ଘର ଭିତରର ଗତିବିଧି ଉପରେ ରଖିବ ନଜର!

ଭାରତର ଦ୍ୱିତୀୟ ବୃହତ୍ତମ ଟେଲିକମ୍‌ କମ୍ପାନୀ ଭାରତୀ ଏୟାରଟେଲ୍‌ (Bharti Airtel) ଆଡ୍‌ଭାନ୍ସଡ ହୋମ୍‌ ସର୍ଭିଲାନ୍ସ ସଲ୍ୟୁସନ ‘Airtel Xsafe’ ଲଞ୍ଚ୍‌ କରିଛି। ଗ୍ରାହକମାନଙ୍କ ଜୀବନକୁ ଅଧିକ ସୁରକ୍ଷିତ ତଥା ଶାନ୍ତିପୂର୍ଣ୍ଣ ରଖିବା ହେଉଛି ଏହି ଡିଭାଇସ୍‌ର ମୂଳ ଉଦ୍ଦେଶ୍ୟ। କହି ରଖୁଛୁ…

ମାତ୍ର ୧,୯୦୦ ଟଙ୍କାରେ ନେଇ ଆସନ୍ତୁ ଏହି ସିସିଟିଭି କ୍ୟାମେରା; ୩୬୦ ଡିଗ୍ରୀ ବୁଲି ପୂରା ଘର ଉପରେ ରଖିବ ନଜର!

ଭାରତର ଅଧିକାଂଶ ଘରେ ସୁରକ୍ଷାର କୌଣସି ବ୍ୟବସ୍ଥା ନ ଥାଏ। କିଛି ଅଞ୍ଚଳ ଏମିତି ବି ରହିଛି, ଯେଉଁଠି ଚୋରି, ଡକାୟତି ଭଳି ଘଟଣା ଅଧିକ ମାତ୍ରାରେ ଘଟିଥାଏ। ଏହିଭଳି ଅଞ୍ଚଳମାନଙ୍କରେ ଲୋକଙ୍କୁ ସବୁବେଳେ ସୁରକ୍ଷା ଭୟ ଘାରି ରହିଥାଏ। ହେଲେ ଲୋକମାନେ ବଜେଟ୍‌ ଅଭାବରୁ ନିଜ ଘରର ସୁରକ୍ଷା ପାଇଁ କିଛି…

ପେସାଗତ ଅପରାଧୀ ସାବଧାନ ! କଟକରେ ୨୦୧ଟି ଲାଇଭ ସିସିଟିଭି ହେଲା କାର୍ଯ୍ୟକ୍ଷମ

କଟକ(କେନ୍ୟୁଜ୍): କଟକ ଡିସିପିଙ୍କ କାର୍ଯ୍ୟାଳୟରେ ମଡର୍ଣ୍ଣ ସିସିଟିଭି କଣ୍ଟ୍ରୋଲ ରୁମ ଉଦ୍‌ଘାଟିତ। ଡିସିପି ପିିନାକ ମିଶ୍ର ଏହାକୁ ଉଦ୍‌ଘାଟନ କରି ସହରର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଅଧିକ ସଂଖ୍ୟକ ଲାଇଭ ଦୃଶ୍ୟ ମିଳିପାରୁଥିବା କହିଛନ୍ତି। ଆଜି ସୁଦ୍ଧା ୨୦୧ଟି ଲାଇଭ ସିସିଟିଭି…