Below header
Browsing Tag

Central government bans

‘ମୁସଲିମ ଲିଗ୍‌ ଜମ୍ମୁ-କାଶ୍ମୀର’କୁ ବ୍ୟାନ୍‌ କଲେ କେନ୍ଦ୍ର ସରକାର, ୫ ବର୍ଷ ପାଇଁ ଲାଗିଲା ପ୍ରତିବନ୍ଧକ

କେନ୍ଦ୍ର ସରକାର ମୁସଲିମ ଲିଗ୍ ଜମ୍ମୁ-କାଶ୍ମୀର (ମସରତ ଆଲମ୍‌ ଗ୍ରୁପ୍)କୁ ବ୍ୟାନ୍‌ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ ଟ୍ଵିଟ୍‌ କରି କହିଛନ୍ତି କି, ଦେଶ ବିରୋଧୀ କାର୍ଯ୍ୟକଳାପ ଯୋଗୁ ଏହି ସଙ୍ଗଠନ ଉପରେ UAPA ଅଧୀନରେ ପ୍ରତିବନ୍ଧକ ଲଗାଯାଇଛି। କେନ୍ଦ୍ର ଏହି ସଙ୍ଗଠନ ଉପରେ ୫…

ଚୀନ୍ ବିରୋଧରେ ଭାରତର ପୁଣି ଡିଜିଟାଲ୍ ଷ୍ଟ୍ରାଇକ୍: ୨୩୨ ଚାଇନିଜ ଆପକୁ ବ୍ୟାନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଚାଇନିଜ ଆପ ଉପରେ ପୁଣି ଥରେ ଡିଜିଟାଲ୍‌ ଷ୍ଟ୍ରାଇକ୍‌ । ୨୩୨ ଚାଇନିଜ ଆପକୁ ବ୍ୟାନ କଲେ କେନ୍ଦ୍ର ସରକାର । ୧୩୮ ସଟ୍ଟା ବ୍ୟବସାୟ କରୁଥିବା ଏବଂ ୯୪ ଋଣ ପ୍ରଦାନକାରୀ ଚୀନ୍‌ ଆପକୁ ଭାରତ ସରକାରଙ୍କ ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଛି । ଗୃହ ମନ୍ତ୍ରାଳୟର ପରାମର୍ଶ ପରେ ଏହି ସବୁ…