ଏକ ବିହାରୀ…ସବପେ ଭାରୀ…ଠିଆ ଠିଆ ଦେଢ଼ ଶହ ରନ୍ ମାରି ଦେଲେ ସୂର୍ଯ୍ୟବଂଶୀ
ସୂର୍ଯ୍ୟଙ୍କ ତେଜ ଭଳି ତେଜୀୟାନ୍ ବ୍ୟାଟିଂ କଲେ ବୈଭବ ସୂର୍ଯ୍ୟବଂଶୀ । ହରାରେ ଠାରେ ଚାଲିଛି ଆଇସିସି ୧୯ ବର୍ଷରୁ କମ୍ ବିଶ୍ବକପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ । ପ୍ରତିପକ୍ଷ ଇଂଲଣ୍ଡକୁ ୪୧୨ ରନର ବିଶାଳ ଟାର୍ଗେଟ୍ ଦେଇଛି ଭାରତୀୟ ଦଳ । ଦଳ ପକ୍ଷରୁ ୧୪ ବର୍ଷ ବୟସ୍କ ଓପ୍ନର…