Browsing Tag

chandan yatra puri

ବିସ୍ଫୋରଣ ଦେଇଗଲା ଦୁଃଖ, ପରିବାର ଚଳିବ କେମିତି ?

ଭାବ ଭକ୍ତିରେ ବନ୍ଧା ହେ ମହାବାହୁ …ତୁମ ଚନ୍ଦନ ଯାତ୍ରାରେ ଏଭଳି ଅଘଟଣ ଘଟିବ …ସେ ପୁଣି ତୁମେ ପ୍ରଭୁ ଥାଉ ଥାଉ… କଣ ହେଲା ଯେ ଏଭଳି ଲୋକଙ୍କ କଷ୍ଟ ଦେଖି ପାରିଲ l ଯନ୍ତ୍ରଣାରେ ଛଟପଟ ହୋଇ ବିକଳ ହେଉଛନ୍ତି ଏମାନେ । ବଳିୟାର ଭୁଜ ଚକାଆଖି କଣ ଏଘଟଣ ପୂର୍ବରୁ ତୁମେ ତୁମ ଚକା ଚକା ଆଖି ବନ୍ଦ…

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ଘଟଣା, ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ପୁରୀ (କେନ୍ୟୁଜ): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ।  ଏଥିସହ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି ।  ବିଭିନ୍ନ ମେଡିକାଲରେ ୨୬ ଗୁରୁତର ଆହତଙ୍କ ଚିକିତ୍ସା ଚାଲିଛି । ଗତକାଲି ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ…

ସରିଲା ବାହାର ଚାପ, ଆଜିଠୁ ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିରରେ ଆଜିଠାରୁ ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ଭିତର ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି । ଏହା ଦେବସ୍ନାନ ପୂର୍ଣ୍ଣମୀ ପୂର୍ବଦିନ ଯାଏଁ ଚାଲିବ । ଆସନ୍ତା ଜ୍ୟେଷ୍ଠ କୃଷ୍ଣ ଏକାଦଶୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଜଳକ୍ରୀଡ଼ା କରିବେ । ବୈଶାଖ ଶୁକ୍ଳ ତୃତୀୟ ବା…

ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଆଜି ପାଣିରୁ ବାହାରିବ ନନ୍ଦା, ଭଦ୍ରା ଓ ବୈଜୟନ୍ତ ଡଙ୍ଗା

ପୁରୀ (କେନ୍ୟୁଜ):  ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଲାଗି ଆରମ୍ଭ ହୋଇଛି ପ୍ରସ୍ତୁତି ।  ଆଜି ଚୈତ୍ର ପୂର୍ଣ୍ଣିମା ଅବସରରେ ବର୍ଷ ତମାମ ନରେନ୍ଦ୍ର ପୁଷ୍କରିଣୀ ଭିତରେ ବୁଡାଇ ରଖାଯାଇଥିବା ଚାପ ଡ଼ଙ୍ଗା ନନ୍ଦା , ଭଦ୍ରା ଓ ବୈଜୟନ୍ତ ଡ଼ଙ୍ଗାକୁ ଭୋଇ ସେବକ ମାନେ ଉଦ୍ଧାର କରୁଛନ୍ତି । ଏହି ଚାପ…

ଆଗେଇ ଚାଲିଛି ରଥ ନିର୍ମାଣ: ଆଜିଠୁ ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ଭିତର ଚନ୍ଦନ ଯାତ୍ରା

ପୁରୀ (କେନ୍ୟୁଜ): ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ୨୧ ଦିନ ଧରି ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା । ଏହି ଅବସରରେ ଶ୍ରୀଜୀଉଙ୍କ ଆଳଟ ଲାଗି ଓ ଚନ୍ଦନ ଲାଗି ହେବ। ଜ୍ୟେଷ୍ଠ କୃଷ୍ଣ ଏକାଦଶୀ, ସାବିତ୍ରୀ ଅମାବାସ୍ୟା, ଶୀତଳ ଶଷ୍ଠୀ ଓ ରୁକ୍ମିଣୀହରଣ ଏକାଦଶୀରେ ଶ୍ରୀମନ୍ଦିର ଭିତରେ ଥିବା…

ଆସୁଛି ଚନ୍ଦନ ଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ା ଯାଇଥିବା ଡଙ୍ଗାକୁ କରାଯାଉଛି ଉଦ୍ଧାର

ପୁରୀ (କେନ୍ୟୁଜ): ଚନ୍ଦନ ଯାତ୍ରା ପାଇଁ ଡଙ୍ଗା ଉଦ୍ଧାର। ଚଳିତ ମାସ ୨୩ ତାରିଖରେ ପବିତ୍ର ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ। ସେଥିପାଇଁ ଆଜି ଚୈତ୍ର ପୂର୍ଣ୍ଣିମାରେ ନରେନ୍ଦ୍ର ପୁଷ୍କରିଣୀରୁ ଡଙ୍ଗା ଉଦ୍ଧାର ହେଉଛି। ନରେନ୍ଦ୍ର ପୁଷ୍କରିଣୀ ଜଳ ଭିତରେ ବୁଡାଇ ରଖାଯାଇଥିବା ଚାପ ଡ଼ଙ୍ଗା ନନ୍ଦା,…

କୋଭିଡ କଟକଣାରେ ହେବ ଚନ୍ଦନ ଯାତ୍ରା, ୨୧ ଦିନ ଧରି ଜଳକ୍ରୀଡା କରିବେ ମହାପ୍ରଭୁ

ପୁରୀ (କେନ୍ୟୁଜ) : କରୋନା କଟକଣାରେ ଚନ୍ଦନ ଯାତ୍ରା। ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ଧରି ଜଳକ୍ରୀଡା କରିବେ ମହାପ୍ରଭୁ। ଚଳିତ ବର୍ଷ ବିନା ଭକ୍ତରେ ଶ୍ରୀକ୍ଷେତ୍ରରେ ହେବ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା । କୋଭିଡ କଟକଣାରେ ବାହାର ଚନ୍ଦନ ଯାତ୍ରାରେ ସାମିଲ ହେବେ ୫୦ରୁ ୬୫ ଜଣ ସେବାୟତ ।…

ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଭଉଁରୀ ଯାତ୍ରା, ୨୧ଦିନ ଧରି ଚାଲିଥିବା ଚନ୍ଦନ ଯାତ୍ରାର ଅନ୍ତିମ ଦିନ

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ଭଉଁରୀ ଯାତ୍ରା। ୨୧ଦିନ ଧରି ଚାଲିଥିବା ମହାପ୍ରଭୂଙ୍କ ଚନ୍ଦନ ଯାତ୍ରା ଆଜି ଅନ୍ତିମ ଦିନ। ଏହି ଦିନ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଘେରା ଚନ୍ଦନ ପୁଷ୍କରଣୀକୁ ପ୍ରରିକ୍ରମା କରିବା ପରମ୍ପରା ରହିଛି। ଏହି ଯାତ୍ରା ଆଜି ମଧ୍ୟ…

କରୋନା ଯୋଗୁ ଅଟକିବନି ମହାପ୍ରଭୁଙ୍କ ଚନ୍ଦନଯାତ୍ରା, ଶ୍ରୀକ୍ଷେତ୍ରରେ ବିନା ଭକ୍ତରେ ହେବ ପରମ୍ପରା

ପୁରୀ: କରୋନା ଯୋଗୁଁ ଅଟକିବନି ମହାପ୍ରଭୁଙ୍କ ଚନ୍ଦନଯାତ୍ରା ପରମ୍ପରା । ଏଥର ଶ୍ରୀକ୍ଷେତ୍ର ପୁରୀରେ ହେବ ବିନା ଭକ୍ତରେ ଚନ୍ଦନ ଯାତ୍ରା। ଚନ୍ଦନ ଯାତ୍ରାରେ ଗହଳିକୁ ବାରଣ କରାଯିବ। ଯାତ୍ରାବେଳେ ସାମାଜିକ ଦୁରତା ବଜାୟ ରହିବ। କଡା କଟକଣା ମଧ୍ୟରେ ଅନୁଷ୍ଠିତ ହେବ ଏହି ପରମ୍ପରା। ଏନେଇ…