Browsing Tag

chariot

ଯାଜପୁର: ହରିବୋଲ ହୁଳହୁଳିରେ ଗଡିଲା ମା ବିରଜାଙ୍କ ରଥ, ବେଢା ପରିକ୍ରମା କଲେ ଜଗତଜନନୀ

ଯାଜପୁର(କେନ୍ୟୁଜ୍): ଆରମ୍ଭ ହୋଇଛି ଶକ୍ତି ପୀଠମାନଙ୍କରେ ଷୋଡ଼ଶ ଉପଚାର ପୂଜା।  ଏଥିରୁ ବାଦ ପଡିନି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପିଠ। ନବଦିବସୀୟ ରଥଯାତ୍ରା ପାଇଁ ଉତ୍ସବ ମୁଖର ସମଗ୍ର ଅଂଚଳ । ପାରମ୍ପରିକ ରୀତି ନୀତି ଅନୁଯାୟୀ ରଥ ପୂଜା ଆରମ୍ଭ ହେବା ପରେ ରଥ ପ୍ରତିଷ୍ଠା…

ଚଳିତବର୍ଷ ରଥଯାତ୍ରା ସୃଷ୍ଟି କଲା ନୂଆ ରେକର୍ଡ, ଶୃଙ୍ଖଳିତ ଆୟୋଜନ ପାଇଁ ବିଭିନ୍ନ ମହଲରୁ ପ୍ରଶଂସା

ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଚଳିତବର୍ଷ ନୂଆ ରେକର୍ଡ କରିଛି। ଶୃଙ୍ଖଳିତ ଆୟୋଜନ ପାଇଁ ରଥଯାତ୍ରା ଇତିହାସରେ ଯୋଡ଼ି ହୋଇଛି ନୂଆ ଅଧ୍ୟାୟ। ବାଦବିବାଦ ନଥିଲା। ସମ୍ପୂର୍ଣ୍ଣ ଶୃଙ୍ଖଳିତ ଥିଲା ଶ୍ରୀଜିଉଙ୍କ ନୀତିକ୍ରାନ୍ତି। ନୀତି ନିର୍ଘଣ୍ଟର ବହୁ ଆଗରୁ ଏବର୍ଷ ମହାପ୍ରଭୁଙ୍କ ପହଣ୍ଡି ଓ ରଥଟଣା…

ଅଷ୍ଟ୍ରେଲିଆର କାନବେରାରେ ରଥାରୁଢ ହେଲେ କାଳିଆ ଠାକୁର, ହରିନାମ ସଂକୀର୍ତ୍ତନରେ ପ୍ରକମ୍ପିତ ହେଲା ପୁରା ପରିବେଶ

ଅଷ୍ଟ୍ରେଲିଆର ରାଜଧାନୀ କାନବେରାରେ ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ପାଳିତ । ତରୁଣ ଅଗସ୍ତିଙ୍କ ତତ୍ତ୍ୱାବଧାନରେ କାନବେରା ଓ ସିଡନୀ ଓଡିଆ ସୋସାଇଟି ପକ୍ଷରୁ ଆୟୋଜିତ ରଥଯାତ୍ରାରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଶ୍ରୀମନ୍ଦିର ରୀତିନୀତି ଅନୁସାରେ ସ୍ଥାନୀୟ ହିନ୍ଦୁ ମନ୍ଦିର ଓ…