Browsing Tag

chatua powder

ଅଙ୍ଗନବାଡ଼ିରେ ପଶିଲା ଦନ୍ତା, ଗ୍ରୀଲ ଭାଙ୍ଗି ଖାଇଗଲା ପିଲାଙ୍କ ଛତୁଆ

କେନ୍ଦୁଝର: ଅଙ୍ଗନବାଡ଼ିରେ ପଶିଲା ଦନ୍ତା । ଅଙ୍ଗନବାଡ଼ି ଗୃହର ଗ୍ରୀଲ ଭାଙ୍ଗି ଛତୁଆ ଖାଇଦେଲା ଗୋଠଛଡ଼ା ଦନ୍ତା । କେନ୍ଦୁଝର ସଦର ବ୍ଲକ ମହାଦେଇଯୋଡ଼ା ଅଞ୍ଚଳରେ ଆତଙ୍କ ଖେଳାଇଛି ଏକ ଗୋଠ ଛଡ଼ା ଦନ୍ତା । ଖାଦ୍ୟ ଅନ୍ୱେଷଣରେ ସତେକି ଯେମିତି, ସ୍କୁଲ ଏଵଂ ଅଙ୍ଗନବାଡ଼ିକୁ ଟାର୍ଟେଟ କରିଛି ଦନ୍ତା ।…

ଅଙ୍ଗନୱାଡି ଦିଦି ଖାଇଗଲେ ଛୁଆଙ୍କ ପୁଷ୍ଟିକର ଖାଦ୍ୟ, ଅଭିଯୋଗ ଆଣିଲେ ସ୍ଥାନୀୟ ଲୋକେ

କଣିହାଁ: ଅଙ୍ଗନୱାଡିରେ ମହାଦୁର୍ନୀତି । ଚାଲିଛି ଅଙ୍ଗନୱାଡି ଦିଦିଙ୍କ ମନମୁଖୀ ଶାସନ । ଛୁଆଙ୍କ ଛତୁଆ ଖାଇଦେଲେ ଅଙ୍ଗନୱାଡି ଦିଦି । ଅଭିଯୋଗ ଆଣିଲେ ସ୍ଥାନୀୟ ଲୋକେ । କୋମଳମତି ଶିଶୁ, ଗର୍ଭବତୀ ମହିଳା ଏବଂ କିଶୋରୀ ବାଳିକାମାନଙ୍କ ସ୍ବାସ୍ଥ୍ୟର ଯତ୍ନ ବାବଦରେ ସରକାର କୋଟି କୋଟି ଟଙ୍କା…

ଛତୁଆ ଓ ବାଦାମ ଲଡୁ ତିଆରି କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ମହିଳା, ଯାହା ଆଜି ତାଙ୍କୁ ଦେଇଛି ସ୍ଵତନ୍ତ୍ର ପରିଚୟ

ମହିଳାମାନଙ୍କ ଦ୍ଵାରା ପ୍ରସ୍ତୁତ ହାତ ତିଆରି ଛତୁଆ ସହ ବିଭିନ୍ନ ଭୋଗ ସାମଗ୍ରୀର ବଢୁଛି ଚାହିଦା । ମହିଳାମାନେ କିପରି ନିଜ ଗୋଡ଼ରେ ନିଜେ ଠିଆ ହେବା ସହିତ ସ୍ବାବଲମ୍ବୀ ହୋଇପାରିବେ ସେଥିପାଇଁ ସାଲେପୁର ବ୍ଲକ ଚନ୍ଦ୍ରଦେଇପୁର ଗାଁରେ ଗଢି ଉଠିଛି ଏହି ମହିଳା ଉଦ୍ୟୋଗ, ଯାହାର ନାମ ରହିଛି ବୈଦନାଥ…

ଶିଶୁ, ଗର୍ଭବତୀ ମହିଳା ଓ କିଶୋର ବାଳିକାମାନଙ୍କୁ ଦିଆଯାଉଛି ନିମ୍ନ ମାନର ଛତୁଆ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

ଚାନ୍ଦବାଲି: ଛତୁଆରେ ସାଲୁବାଲୁ ହେଉଛନ୍ତି ପୋକ । ମଣିଷ ଖାଇବା ତ ଦୂରର କଥା, ଛତୁଆକୁ ଗାଇ ଗୋରୁଙ୍କୁ ଦେବାକୁ ବି ଡର ଲାଗୁଛି । ଏଭଳି ନିମ୍ନମାନର ଛତୁଆ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ଶିଶୁ , ଗର୍ଭବତୀ ମହିଳା ଓ କିଶୋର ବାଳିକାମାନଙ୍କୁ ଦିଆଯାଉଥିବା ଅଭିଯୋଗ ହୋଇଛି । ଏନେଇ ଚାନ୍ଦବାଲି…

ପ୍ରତିଦିନ ଛତୁଆ ଖାଇବା ଲାଭଦାୟକ କି? ଜାଣନ୍ତୁ ସ୍ୱାସ୍ଥ୍ୟ ଉପରେ କ’ଣ ପଡିଥାଏ ପ୍ରଭାବ

ଫେବୃଆରୀ ମାସ ଅତିବାହିତ ହୋଇଯାଇଛି । ଏହା ସହିତ ପାଣିପାଗରେ ମଧ୍ୟ ଅନେକ ପରିବର୍ତ୍ତନ ଦେଖାଯାଉଛି ଏବଂ ଗ୍ରୀଷ୍ମ ଋତୁ ଆସିଯାଇଛି । ଏଭଳି ପରିସ୍ଥିତିରେ ଅଧିକାଂଶ ଲୋକ ଛତୁଆ ଖାଇବାକୁ ପସନ୍ଦ କରନ୍ତି । ଗ୍ରୀଷ୍ମ ଋତୁରେ ଛତୁଆ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା…

ଗଜପତି: ଛତୁଆ ପ୍ରସ୍ତୁତ କରି ସ୍ୱାବଲମ୍ବୀ ହୋଇଛନ୍ତି ବଡନୀଲାପୁର ଗ୍ରାମର ମହିଳା ସ୍ୱୟଂସହାୟକା ଗୋଷ୍ଠୀ, ପରିବାରର…

ଗଜପତି: ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ବଡନୀଲାପୁର ଗ୍ରାମ । ଏଠାରେ ଗତ ୨୦୧୦ ମସିହାରୁ ୧୨ ଜଣ ମହିଳା ସ୍ୱୟଂସହାୟୀକା ଗୋଷ୍ଠୀ କରି ଛତୁଆ ପ୍ରସ୍ତୁତି ଆରମ୍ଭ କରିଥିଲେ । ଯେବେଠାରୁ ମହିଳା ମାନଙ୍କୁ ନେଇ ଶ୍ରୀ ସାଇରାମ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ଛତୁଆ କେନ୍ଦ୍ର କରାଗଲା…