ଏୟାରଟେଲ୍ ଲଞ୍ଚ୍ କଲା ସବୁଠୁ ଶସ୍ତା ପ୍ଲାନ୍, ଏବେ ମାତ୍ର ୫ ଟଙ୍କାରେ ଉଠାଇପାରିବେ ୧ ଜିବି ଡାଟାର ଫାଇଦା
ଟେଲିକମ୍ କମ୍ପାନୀ ମଧ୍ୟରେ ଦିନକୁ ଦିନ ପ୍ରତିଯୋଗିତା ବଢ଼ିବାରେ ଲାଗିଛି। ସବୁ କମ୍ପାନୀ ଚାହୁଁଛନ୍ତି ଗ୍ରାହକ ତାଙ୍କ ପାଖରେ ରୁହନ୍ତୁ ଓ ତାଙ୍କ ନେଟ୍ ଓ୍ଵାର୍କ ବ୍ୟବହାର କରନ୍ତୁ। ଏଣୁ ଗ୍ରାହକଙ୍କ ମନକୁ ପାଇଲା ଭଳି ତଥା ପକେଟ୍କୁ ସୁହାଇଲା ଭଳି ଅଫରମାନ ଆଣୁଛନ୍ତି। ଏହି ଧାରାରେ ଗତ କିଛି…