PF ଖାତାଧାରକଙ୍କ ଖାତାକୁ ଖୁବ ଶୀଘ୍ର ଆସିବ ଟଙ୍କା, ଏମିତି ଚେକ୍ କରନ୍ତୁ ନିଜ EPFO ବାଲାନ୍ସ
କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ (ଇପିଏଫ)ସୁଧ କାରବାରରେ ଏକ ନୂତନ ନିୟମ ଲାଗୁ କରିଛି। ଏଣିକି ଏହି ଫଣ୍ଡର ଛଅ କୋଟିରୁ ଅଧିକ ସଦସ୍ୟ ଦୁଇଟି କିସ୍ତିରେ FY 2019-2020 ର ସୁଧ ଦେବେ। EPFO କୁ 8.50 ପ୍ରତିଶତ ହାରରେ PF ସୁଧ ଦେବାକୁ ପଡିବ ଏବଂ ଏହା ପ୍ରଥମ କିସ୍ତି ଅନୁଯାୟୀ…