Below header
Browsing Tag

chef

ପତ୍ନୀ ନିର୍ଯାତନାର ଶିକାର ହେଲେ ସେଲିବ୍ରିଟି ଶେଫ୍‌ କୁନାଲ କପୁର, ବିବାହର ୧୬ ବର୍ଷ ପରେ ହେଲା ଛାଡ଼ପତ୍ର

ସେଲିବ୍ରିଟି ଶେଫ୍‌ କୁନାଲ କପୁରଙ୍କୁ ନେଇ ଆସିଛି ଏକ ବଡ଼ ଖବର । ପତ୍ନୀଙ୍କୁ ଛାଡପତ୍ର ଦେବା ପାଇଁ ଦିଲ୍ଲୀ ହାଇକୋର୍ଟଙ୍କଠାରୁ ତାଙ୍କୁ ଅନୁମତି ମିଳିଛି । ପତ୍ନୀଙ୍କ ବ୍ୟବହାର ତାଙ୍କ ପ୍ରତି ସହାନୁଭୂତିଶୀଳ ନୁହଁ ବୋଲି କୋର୍ଟ କହିଛନ୍ତି । ପରିବାର କୋର୍ଟରେ କୁନାଲଙ୍କ ଛାଡପତ୍ର ଆବେଦନ…

ବାରାକ୍‌ ଓବାମାଙ୍କ ବ୍ୟକ୍ତିଗତ ରୋଷେୟାଙ୍କ ସନ୍ଦେହଜନକ ମୃତ୍ୟୁ, ଦୁଃଖ ପ୍ରକାଶ କଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ବ୍ୟକ୍ତିଗତ ରୋଷେୟା ଟାଫାରୀ କ୍ୟାମ୍ପ୍‌ବେଲଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସୋମବାର ମସାଚୁସେଟ୍ସ ଅଞ୍ଚଳରେ ପୋଲିସ ତାଙ୍କ ମୃତ୍ୟୁ ନିଶ୍ଚିତ କରିଛି। ପୋଲିସ କହିଛି ଯେ ମାର୍ଥା ଭାଇନ୍‌ୟାର୍ଡ ନିକଟସ୍ଥ ହ୍ରଦରୁ ରୋଷେୟାଙ୍କ ମୃତଦେହ ମିଳିଛି।…

ସୁପ୍‌ ବନାଇବା ପାଇଁ କାଟିଥିଲେ ନାଗସାପ, ୨୦ ମିନିଟ୍‌ ପରେ ଚୋଟ ପକାଇଲା କଟା ମୁଣ୍ଡ, ଘଟଣାସ୍ଥଳରେ ଶେଫ୍‌ଙ୍କ ମୃତ୍ୟୁ

ସର୍ପ ଦଂଶନରେ ଲୋକର ମୃତ୍ୟୁ ହେବା ସାଧାରଣ କଥା। କିନ୍ତୁ ଦକ୍ଷିଣ ଚୀନରେ ଏମିତି ଏକ ଘଟଣା ଘଟିଛି, ଯାହା ବିଷୟରେ ଶୁଣିଲେ ଆପଣ ଏକଦମ୍‌ ଆଶ୍ଚର୍ଯ୍ୟ ହୋଇଯିବେ। ଏଠାରେ ଏକ ରେଷ୍ଟୁରାଣ୍ଟର ଶେଫ୍‌ ନାଗ ସାପର ମୁଣ୍ଡ କାଟି ଅଲଗା ରଖି ଦେଇଥିଲେ। ଏହାପରେ ସେ ସାପର ସୁପ୍‌ ବନାଇବା ପ୍ରସ୍ତୁତିରେ…