Browsing Tag

chemical factory

କେମିକାଲ କମ୍ପାନୀରୁ ଗ୍ୟାସ୍ ଲିକ୍, ୨୪ ଜଣ ହସପିଟାଲରେ ଭର୍ତ୍ତି

ପୁଣେ : ମହାରାଷ୍ଟ୍ରର ପୁଣେ ଗଙ୍ଗାଧାମରେ ଥିବା ଏକ କେମିକାଲ କମ୍ପାନୀରେ ଅଘଟଣ । ଏଠାରେ ବନ୍ଦ ରହିଥିବା ପ୍ଲାଣ୍ଟରୁ କ୍ଲୋରିନ୍ ଗ୍ୟାସ୍ ଲିକ୍ । ଫଳରେ ଶ୍ୱାସକ୍ରିୟାରେ ଅସୁବିଧା ହେବାରୁ ଅଗ୍ନିଶମବାହିନୀଙ୍କ ସମେତ ୨୪ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ…

ପାଲଘରର ରାସାୟନିକ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ : ଜଣେ ଶ୍ରମିକ ମୃତ, ୪ ଆହତ  

ମହାରାଷ୍ଟ୍ର : ମହାରାଷ୍ଟ୍ର ପାଲଘର ଜିଲ୍ଲାର ଏକ ରାସାୟନିକ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଚାରି ଜଣ ଆହତ ହୋଇଛନ୍ତି । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ  ଅଗ୍ନିଶମ ଏବଂ ବିପର୍ଯ୍ୟୟ ପରିଚାଳନା କର୍ମଚାରୀଙ୍କ…

ଗୁଜରାଟ ଭରୁଚରେ କେମିକାଲ ଫ୍ୟାକ୍ଟ୍ରିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌, ୨୮ ଜଣ ମେଡିକାଲରେ ଭର୍ତ୍ତି

ଗୁଜରାଟର ଭରୁଚ ଜିଲ୍ଲାରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରୁ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇ ୨୮ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳରୁ ଅନ୍ୟମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।…

ଗୁଜରାଟ ଭରୁଚରେ ଥିବା କେମିକାଲ ଫ୍ଯାକ୍ଟ୍ରିରେ ବଡ ଧରଣର ବିସ୍ଫୋରଣ, ୧୫ କିମି ଯାଏଁ ଥରିଉଠିଲା ଅଞ୍ଚଳ, ୨୪ ଆହତ

ଗୁଜରାଟ: ଗୁଜରାଟର ଭରୁଚ ଜିଲ୍ଲାରେ ମଙ୍ଗଳବାର ଦିନ ଏକ ଫ୍ୟାକ୍ଟ୍ରିରେ ବଡ ଧରଣର ବିସ୍ଫୋରଣ ହୋଇଛି। ଝାଗାଡିଆ ସ୍ଥିତ କେମିକାଲ କମ୍ପାନୀରେ ୟୁପିଏଲ-୫ ପ୍ଲାଣ୍ଟରେ ବିସ୍ଫୋରଣ ଘଟିବା ସହ ନିଆଁ ଲାଗିଯାଇଛି । ଏହି ବିସ୍ଫୋରଣରେ ୨୪ ଜଣ ଆହତ ହୋଇଛନ୍ତି । ସୋମବାର ବିଳମ୍ବିତ ରାତ୍ରିରେ ଏହି…

ଆନ୍ଧ୍ରା ସ୍ଥିତ ୱାଇଜାକର କେମିକାଲ ଫ୍ଯାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, କିଛି ସମୟ ପାଇଁ ବଦଳିଗଲା ଆକାଶର ରଙ୍ଗ

କେନ୍ଯୁଜ୍: ଆନ୍ଧ୍ରପ୍ରଦେଶ ୱାଇଜାକ ଜିଲ୍ଲାରେ ଫାର୍ମା କମ୍ପାନୀରେ ଭୀଷଣ ଅଗ୍ନିକାଣ୍ଡ। ସୂଚନା ମୁତାବକ ଫାର୍ମସିଟିରେ ଥିବା ଏକ ଫାର୍ମା କମ୍ପାନୀରେ ଅଗ୍ନିକାଣ୍ଡ ଘଟିଛି। କମ୍ପାନୀର ଏକ ଟ୍ୟାଙ୍କର ବିସ୍ଫୋରଣ କରିବାରୁ ଏହି ଅଘଟଣ ଘଟିଛି। ଅଗ୍ନିକାଣ୍ଡର ପ୍ରକୋପ ଏତେ ଥିଲା ଯେ, ଆଖପାଖରେ ଥିବା…

ଗୁଜରାଟ: ଯଶସ୍ବୀ କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ, ୫ ମୃତ ୩୨ ଆହତ

ସୁରାଟ: ଗୁଜରାଟର ଭରୁଚ ଜିଲ୍ଲାର ଦହେଜ ଇଣ୍ଡଷ୍ଟ୍ରୀଆଲ ଅଞ୍ଚଳରେ ଥିବା ଯଶସ୍ବୀ କେମିକାଲ ପ୍ରାଇଭେଟ୍ ଲିମିଟେଡରେ ଫ୍ୟାକ୍ଟ୍ରିରେ ଘଟିଛି ଭୟଙ୍କର ବିସ୍ଫୋରଣ। କମ୍ପାନୀର ଷ୍ଟୋରେଜ୍ ଏରିଆରେ ମଧ୍ୟାହ୍ନ ୧୨ଟା ବେଳେ ନିଆଁ ଲାଗିଯାଇଥିଲା। ଏହି ବିସ୍ଫୋରଣରେ ଚାଲିଯାଇଛି ୫ ଜଣଙ୍କର ଜୀବନ। ଆହତ…