ମହିଳା ଚେସ୍ ବିଶ୍ବକପ-୨୦୨୫ ବିଜେତା ହେଲେ ଦିବ୍ୟା ଦେଶମୁଖ, ଅର୍ଜନ କଲେ ଗ୍ରାଣ୍ଡମାଷ୍ଟର ମାନ୍ୟତା
ମାତ୍ର ୧୯ ବର୍ଷରେ ବିଶ୍ବ ଚାମ୍ପିଅନ । ଚେସରେ ବିଶ୍ବ ବିଜେତା ହେଲେ ଦିବ୍ୟା ଦେଶମୁଖ । ମହିଳା ଚେସ୍ ବିଶ୍ବକପ-୨୦୨୫ ଫାଇନାଲ୍ ମ୍ୟାଚରେ କୋନେରୁ ହମ୍ପିଙ୍କୁ ପରାସ୍ତ କରିଛନ୍ତି । ଜର୍ଜିଆ ବାଟୁମୀରେ ତିନି ସପ୍ତାହ ଧରି ଚାଲିଥିବା ଫାଇଡ୍ ମହିଳା ଚେସ୍ ବିଶ୍ବକପରେ ଟାଇଟଲ ଜିତିଛନ୍ତି ୧୯…