ଦୁଇବର୍ଷ ପରେ ମହାଆଡ଼ମ୍ବରରେ ପାଳିତ ହେଉଛି ଛତର ଯାତ୍ରା: ମା’ଙ୍କ ଦିବ୍ୟ ଦର୍ଶନ ଲାଭ କଲେ ଲକ୍ଷାଧିକ ଭକ୍ତ
ଭବନିପାଟଣା(କେନ୍ୟୁଜ୍):ଆଜି କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ଚଳିତ ବର୍ଷ କଟକଣା କୋହଳ ହୋଇଥିବାରୁ ମହାଆଡ଼ମ୍ବର ସହ ଯାତ୍ରା ହେଉଛି । ଲକ୍ଷାଧିକ ଭକ୍ତ ମା’ଙ୍କ ଦିବ୍ୟ ଦର୍ଶନ ଲାଭ କରିଛନ୍ତି । ବାଣ, ରୋଷଣୀ ଓ ବାଦ୍ୟତାଳରେ ଦୁଲୁକୁଛି ଭବାନୀପାଟଣା ।…