ଦେଶୀ ପ୍ରଣାଳୀରେ ବଢୁଛନ୍ତି ବିଦେଶୀ ଦାମୀ କୁକୁଡ଼ା, ଫାର୍ମରେ ରହିଛନ୍ତି ୩୦ରୁ ଅଧିକ ପ୍ରଜାତି
କେନ୍ୟୁଜ୍(ବ୍ୟୁରୋ) : ଆପଣ ଗୋଟିଏ ଜାଗାରେ ଦୁଇ କି ଚାରି କିସମର କୁକୁଡ଼ା ଦେଖିଥିବେ। ହେଲେ ୩୦ରୁ ଉର୍ଦ୍ଧ୍ୱ ବିରଳ ଭାରତୀୟ କୁକୁଡ଼ା ପ୍ରଜାତି ଗୋଟିଏ ଜାଗାରେ ହୁଏତ ଦେଖି ନଥିବେ। ଆଜି ଆପଣ ଏପରି ଏକ କୁକୁଡ଼ା ଫାର୍ମ ଦେଖିବାକୁ ଯାଉଛନ୍ତି ଯେଉଁଠି ରହିଛନ୍ତି ୩୦ରୁ ଅଧିକ ପ୍ରଜାତିର ବିରଳ…