Browsing Tag

chief clerk in vigilance net

ଖଣି ଉପନିର୍ଦ୍ଦେଶକଙ୍କ ଅମାପ ସମ୍ପତ୍ତି, ନଗଦ ୧୦ ଲକ୍ଷ ଟଙ୍କା ସହ ୯ଟି ପ୍ଲଟ୍ ଠାବ

ତାଳଚେର : ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଅମାପ ସମ୍ପତ୍ତି । ଭୁବନେଶ୍ବରରେ ୨ଟି ବହୁତଳ କୋଠା , ୧ କୋଟି ୩୦ ଲକ୍ଷ ଟଙ୍କାର ୩ BHK ଫ୍ଲାଟ୍ ରହିଛି । ୧୯ଟି ଦୋକାନ ଥିବା ୨ଟି ମାର୍କେଟ କମ୍ପ୍ଲେକ୍ସ ଠାବ ହୋଇଛି । ନଗଦ ୧୦ ଲକ୍ଷ ଟଙ୍କା ଜବତ ସହ ୯ଟି ପ୍ଲଟ୍ ଠାବ ହୋଇଛି । ୧୬…

ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଆଇନ ମହାବିଦ୍ୟାଳୟ ମୁଖ୍ୟ କିରାଣୀ, ଡିଗ୍ରୀ ସାର୍ଟିଫିକେଟ ପାଇଁ ନେଉଥିଲେ ଲାଞ୍ଚ

କଟକ(କେନ୍ୟୁଜ୍): ଲାଞ୍ଚ ନେଇ ଆଇନ ମହାବିଦ୍ୟାଳୟ କିରାଣୀ ଭିଜିଲାନ୍ସ ଜାଲରେ। ଢେଙ୍କାନାଳ ଆଇନ ମହାବିଦ୍ୟାଳୟ ମୁଖ୍ୟ କିରାଣୀ ଉତ୍ତମ କୁମାର ରାଉତ। ୮ହଜାର ୫୦୦ ଟଙ୍କା ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ। ଜଣେ ପୁରାତନ ଛାତ୍ରଙ୍କୁ ତାଙ୍କ ଏଲଏଲବି ଡିଗ୍ରୀ ସାର୍ଟିଫିକେଟ ଯୋଗାଇ ଦେବାକୁ…

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମୟୂରଭଞ୍ଜ ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ କିରାଣୀ

ମୟୂରଭଞ୍ଜ (କେନ୍ୟୁଜ): ଭିଜିଲାନ୍ସ ଜାଲରେ ମୁଖ୍ୟ କିରାଣୀ । ବକେୟା ବିଲ୍‌ କରେଇଦେବା ବାବଦକୁ ଲାଞ୍ଚ ନେବାବେଳେ ଧରାପଡ଼ିଲେ । ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ କିରାଣୀ ହିମାଂଶୁ ଶେଖର ପଣ୍ଡା । ସପ୍ତମ ବେତନ କମିଶନର ବାକିଆ ୨୦ ପ୍ରତିଶତ ଏରିଅର ବିଲ୍‌…

ଭିଜିଲାନ୍ସ ଜାଲରେ ସୋନପୁର ସବ କଲେକ୍ଟର ଅଫିସର ମୁଖ୍ୟ କିରାଣୀ, ଏକକାଳୀନ ତିନୋଟି ସ୍ଥାନରେ ଚାଲିଛି ରେଡ୍

ବଲାଙ୍ଗୀର(କେନ୍ଯୁଜ୍): ବଲାଙ୍ଗୀରରେ ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ । ସୋନପୁର ସବ କଲେକ୍ଟର ଅଫିସର ମୁଖ୍ୟ କିରାଣୀ ରମେଶ ପ୍ରସାଦ ନାଗଙ୍କ ଭିଜିଲାନ୍ସ ଟିମର ଚଢ଼ାଉ । ଏକକାଳୀନ ତିନୋଟି ସ୍ଥାନରେ ଚାଲିଛି ରେଡ୍। ଶାନ୍ତିପଡା, ତାଲପାଳିପଡା ପୈତୃକ ବାସଭବନ ସମେତ…

ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ କାର୍ଯ୍ଯରତ ମୁଖ୍ଯ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଜଗତସିଂହପୁର : ପୁଣି ଆକ୍ସନ୍ ମୁଡରେ ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ କାର୍ଯ୍ଯରତ ଥିବା ମୁଖ୍ଯ କିରାଣୀ ସଂଯୁକ୍ତା ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ । ସଂଯୁକ୍ତା ଦାସଙ୍କ ସାତପୁରା ସ୍ଥିତ ଘର,ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ…