Browsing Tag

child abuse

ଶିଶୁବଳି ସନ୍ଦେହରେ ବାପାକୁ ପିଟିଲେ ଗାଁ ଲୋକେ, ଉଦ୍ଧାର କଲା ପୋଲିସ

କେନ୍ଦୁଝର (କେନ୍ୟୁଜ): କେନ୍ଦୁଝର ଜିଲ୍ଲା ବାଂଶପାଳରେ ଅଭାବନୀୟ ଘଟଣା। ଶିଶୁବଳି ସନ୍ଦେହରେ ବାପାକୁ ବାନ୍ଧଲେ ଗ୍ରାମବାସୀ । କାଞ୍ଜିପାଣି ଥାନା କରଙ୍ଗାଡିହି ଗାଁରେ ନିଜ ପୁଅକୁ ବାପା ବଳି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ମୃତ ଶିଶୁର ବାପା, ସାବତ ମା ଓ ଜଣେ ପଡୋଶୀକୁ ଅଟକ ରଖି ବାନ୍ଧି…

ଆଳି ବନ୍ଧସାହିରେ ଲଜ୍ଜା: ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ, ୮୭ବର୍ଷର ବୃଦ୍ଧ ଗିରଫ

ଆଳି: କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଭୂଇଁପୁର, ବନ୍ଧସାହି ଗ୍ରାମର ଜଣେ ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ। ଆଜି ସକାଳୁ ସେହି ଗ୍ରାମର ଜନୈକ ୮୭ ବର୍ଷର ବୃଦ୍ଧ ଗିରଫ ହେବା ପରେ, ଘଟଣା ସାଧରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଭୂଇଁପୁର, ବନ୍ଧସାହି ଗ୍ରାମର ମହିଳା ସିପାନୀ ନାଥ(ଛଦ୍ମନାମ)…