Browsing Tag

child murder

ବ୍ରହ୍ମପୁର: ୫ ବର୍ଷର ଶିଶୁ କନ୍ଯାକୁ ପିଟି ପିଟି ମାରିଦେଲେ ବାପା ଓ ସାବତ ମା’

ବ୍ରହ୍ମପୁର(କେନ୍ଯୁଜ୍): ୫ ବର୍ଷର ଝିଅକୁ ପିଟି ପିଟି ମାରିଦେଲେ ବାପା-ମା! ଏଭଳି ଏକ ଲୋମ ହର୍ଷଣକାରୀ ହତ୍ଯାକାଣ୍ଡ ଘଟିଛି ଦିଗପହଣ୍ଡି ତେନ୍ତୁଳିଆ ସାହିରେ। ଏହି ହତ୍ଯାକାଣ୍ଡରେ ବାପା ଓ ସାବତ ମା'ର ହାତ ଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ସୂଚନା ମୁତବକ ଏହି ସାହିରେ ୫…

ଭୁବନେଶ୍ୱର ରାଜୀବ ନଗର ଶିଶୁ ହତ୍ୟା ଘଟଣା, ଏବେବି ସ୍ପଷ୍ଟ ହେଉନି କାରଣ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଏଯାଏ ସ୍ପଷ୍ଟ ହେଲାନି ଭୁବନେଶ୍ୱର ରାଜୀବ ନଗରରେ ପାଞ୍ଚ ବର୍ଷର ପିଲାକୁ ହତ୍ୟା ଘଟଣା । ଗତକାଲି ଅପରାହ୍ନରେ ପାଞ୍ଚ ବର୍ଷର ସାଇରାମ ପାତ୍ରକୁ ତାଙ୍କ ପଡ଼ୋଶୀରେ ରହୁଥିବା ମହିଳା ଜଣକ ତଣ୍ଟିଚିପି ହତ୍ୟା କରିଥିଲା । କାରଣ ହତ୍ୟା ଅଭିଯୁକ୍ତ ତନୁଶ୍ରୀ ପରମାଣିକ ଏବେ…

ତେଲେଙ୍ଗାନା ପରେ କର୍ଣ୍ଣାଟକ : ୯ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା!

କର୍ଣ୍ଣାଟକର ଗୁଲବର୍ଗାରେ ଜଣେ ୯ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଘଟଣା ଏବେ ସାମ୍ନାକୁ ଆସିଛି। ଘଟଣାଟି ଘଟିଛି ଚିନ୍‌ଚୋଲି ତାଲୁକା ଅଞ୍ଚଳରେ ଥିବା ଏକ ଛୋଟିଆ ଗାଁରେ। ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ…

ଦେଢ ବର୍ଷର ଭାଇକୁ ମାରି ନଦୀରେ ଫୋପାଡି ଦେଲେ ଭଉଣୀ, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ କରିଦେବା ଭଳି କାରଣ

ଜ୍ବାଲାପୁର: ଭାଇ ଭଉଣୀର ସମ୍ପର୍କ ସବୁଠାରୁ ନିବିଡ । ହେଲେ ଆଜିକାଲି ଅପରାଧିକ ଦୁନିଆରେ କିଛି ଲୋକ ଏହି ସମ୍ପର୍କକୁ କଳୁଷିତ କରିବାକୁ ବି ପଛଘୁଞ୍ଚା ଦେଉନାହାନ୍ତି । ଏଭଳି ଏକ ଆଶ୍ଚର୍ଯ୍ୟ ଚକିତ କରିଦେବା ଭଳି ଘଟଣା ଏବେ ସାମ୍ନାକୁ ଆସିଛି ଯାହାକୁ ଜାଣିବା ପରେ ଆପଣଙ୍କ ପାଦ ତଳୁ ମାଟି…

ପ୍ରେମରେ ଅନ୍ଧୁଣୀ ହେଲା ମା’, ଲିଭ୍‌-ଇନ୍‌ ପାର୍ଟନର ସହ ମିଶି ପୁଅକୁ ପିଟି ପିଟି ମାରିଦେଲା

ଜଣେ ମହିଳାଙ୍କ ଲିଭ୍‌ ଇନ୍‌ ପାର୍ଟନର ତାଙ୍କ ୫ ବର୍ଷର ପୁଅକୁ ପିଟି ପିଟି ମାରିଦେଇଛନ୍ତି। ସବୁଠାରୁ ଆଶ୍ଚଯ୍ୟର୍ର କଥା, ପୁଅକୁ ସାମାନ୍ୟ ବି ବଞ୍ଚେଇବାକୁ ଚେଷ୍ଟା କରି ନ ଥିଲା ମା’। ଯୁବକ ଜଣକ ତାଙ୍କ ଭିଣୋଇଙ୍କ କାର୍‌ ଡାକି ପିଲାଟିର ମୃତଦେହକୁ ନେଇ ଏକ ନାଳରେ ଫିଙ୍ଗିଦେଇଥିଲେ। ତେବେ…

ଦୁଷ୍କର୍ମ ପରେ ହତ୍ୟାର ଶିକାର ହେଲା ମାସକର ଶିଶୁ କନ୍ୟା, ହେଲେ ଅଭିଯୁକ୍ତ କିଏ? ଜାଣିଲେ ଲଜ୍ଜାରେ ନଇଁଯିବ ମୁଣ୍ଡ

ଦୁଷ୍କର୍ମ ଭଳି ଏକ ନିନ୍ଦନୀୟ ଅପରାଧକୁ ରୋକିବା ପାଇଁ ସରକାରଙ୍କ ନିୟମ ଏବଂ ପ୍ରଶାସନର ଚେଷ୍ଟା ଜୋରଦାର ଚାଲିଥିବା ବେଳେ, କିଛି ଲୋକଙ୍କ ବିକୃତ ମାନସିକତା ଆଗରେ ସବୁ କିଛି ଫେଲ୍ ମାରିଛି । ନାରୀକୁ ସମ୍ମାନ ଦେବାର ନାରା, ଖାଲି ପାଟିରେ କହିବା ପାଇଁ । ହେଲେ କାମରେ ଲଗାଇବାପାଇଁ ନାରାଜ ଏହି…